Advertisment

Coal Theft at MCL: ସୁନ୍ଦରଗଡ଼ MCLରେ ସିବିଆଇ ରେଡ୍, ତଦନ୍ତ କରୁଛି ଦିଲ୍ଲୀ ସିବିଆଇ

ସୁନ୍ଦରଗଡ଼ MCLରେ ସିବିଆଇ ରେଡ୍। ତଦନ୍ତ କରୁଛି ଦିଲ୍ଲୀ ସିବିଆଇର ୩ ଜଣିଆ ଟିମ୍। ଚୋରା କୁଇଲା ଖଣି ଅଭିଯୋଗରେ ଚାଲିଛି ଖୋଜା। ଏନେଇ ସେଣ୍ଟ୍ରାଲ୍ ସିବିଆଇ ଟିମ୍ ପହଞ୍ଚି ତଦନ୍ତ କରୁଛି।

author-image
Pramod Behera
Coal Theft at MCL

ସୁନ୍ଦରଗଡ଼ MCLରେ ସିବିଆଇ ରେଡ୍ Photograph: (OTV)

ସୁନ୍ଦରଗଡ଼ MCLରେ ସିବିଆଇ ଚଢ଼ାଉ। ଦିଲ୍ଲୀ ସିବିଆଇର ୩ ଜଣିଆ ଟିମ ପହଞ୍ଚି ତଦନ୍ତ କରୁଛି। ଚୋରା କୋଇଲା ଖଣି ଅଭିଯୋଗ ନେଇ ଖୋଳତାଡ଼ ହେଉଛି। MCL ପାଖ ଜଙ୍ଗଲରେ ଚୋରା ଖଣି ଚାଲିଥିବା ନେଇ ଅଭିଯୋଗ ହୋଇଥିଲା। ଏନେଇ ସେଣ୍ଟ୍ରାଲ୍ ସିବିଆଇ ଟିମ୍ ପହଞ୍ଚି ତଦନ୍ତ କରୁଛି।

Advertisment
  • ସୁନ୍ଦରଗଡ଼ MCLରେ ସିବିଆଇ ରେଡ୍। 
  • ତଦନ୍ତ କରୁଛି ଦିଲ୍ଲୀ ସିବିଆଇର ୩ ଜଣିଆ ଟିମ୍।
  • ଚୋରା କୁଇଲା ଖଣି ଅଭିଯୋଗରେ ଚାଲିଛି ଖୋଜା।
  • ସେଣ୍ଟ୍ରାଲ ସିବିଆଇ ଟିମର ତଦନ୍ତ ଜାରି।
Odisha News MCL Coal
Advertisment
Advertisment