/odishatv-khabar/media/post_attachments/uploadimage/library/16_9/16_9_0/bus-6_1626689226.jpg)
bus-6
ଭୁବନେଶ୍ୱର : ପୁଣି ବଢ଼ିଲା ବସ୍ ଭଡ଼ା । ଅଟୋମେଟିକ୍ ମେକାନିଜିମ୍ରେ ବଢ଼ିଲା ବସ୍ ଭଡ଼ା। ଅର୍ଡିନାରି ବସ୍ କିମି ପିଛା ୬୯ ପଇସା ଥିଲା । ହେଲା ୭୦ ପଇସା। ସେହିପରି ଏକ୍ସପ୍ରେସ୍ ବସ୍ ଭଡ଼ା ଥିଲା ୭୨ ପଇସା । ହେଲା ୭୩ ପଇସା। ଡିଲକ୍ସ ବସ୍ ଭଡ଼ା ଥିଲା ୯୯ ପଇସା ହେଲା ୧ ଟଙ୍କା ୧ ପଇସା। ଏସି ଡିଲକ୍ସ କିମି ପିଛି ଥିଲା ୧ ଟଙ୍କା ୨୧ ପଇସା ହେଲା ୧ ଟଙ୍କା ୨୩ ପଇସା ପୂର୍ବରୁ ଶେଷଥର ପାଇଁ ୨୦୧୯ ଜୁଲାଇ ୧୧ରେ ବୃଦ୍ଧି ପାଇଥିଲା।
Advertisment
ପୂର୍ବରୁ ଅର୍ଡିନାରି କିମି ପିଛା ୬୯ ପଇସାକୁ ବୃଦ୍ଧି ପାଇ ଥିଲା । ସେହିପରି ଏକ୍ସପ୍ରେସ୍ ବସ୍ ଭଡ଼ା ୭୨ ପଇସାକୁ ବୃଦ୍ଧି ପାଇଛି। ଡିଲକ୍ସ ୯୯ ପଇସାକୁ ବୃଦ୍ଧି ପାଇଛି। ଏସି ଡିଲକ୍ସ ୧ ଟଙ୍କା ୨୧ ପଇସାକୁ ବୃଦ୍ଧି ପାଇ ଥିଲା।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)