Advertisment

କୋଭିଡ୍ ଟେଷ୍ଟ ପାଇଁ ସାମ୍ପୁଲ ନେଇ ଯାଉଥିବା ବସ୍‌ ଦୁର୍ଘଟଣାଗ୍ରସ୍ତ

ବାଲେଶ୍ୱର: କୋଭିଡ୍ ଟେଷ୍ଟ ପାଇଁ ବାଲେଶ୍ୱରରୁ ସାମ୍ପୁଲ ନେଇ ଯାଉଥିବା ବସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ଟେଷ୍ଟ ସାମ୍ପୁଲ ନଷ୍ଟ ହୋଇଯାଇଥିବା ଜଣା ପଡ଼ିଛି। ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ାର ନିକଟରେ ଘଟିଛି ଏ ଦୁର୍ଘଟଣା। ବାଲେଶ୍ୱରରୁ ଭୁବନେଶ୍ୱର ଯାଉଥିବା ଏହି ବସକୁ ସାମ୍ନାରୁ ଧକ୍କା ଦେଇଥିଲା ଗୋଟିଏ ଟ୍ରକ। ଦୁର୍ଘଟଣା ପରେ ଉଭୟ ଗାଡିର ଡ୍ରାଇଭର ଫେରାର ହୋଇଯାଇଥିବାବେଳେ ବସର ହେଲପରକୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛିା ଏକ ଘରୋଇ ବସ୍‌ରେ ବାଲେଶ୍ୱର ଜିଲ୍ଲା ଡାକ୍ତରଖାନାରୁ […]

କୋଭିଡ୍ ଟେଷ୍ଟ ପାଇଁ ସାମ୍ପୁଲ ନେଇ ଯାଉଥିବା ବସ୍‌ ଦୁର୍ଘଟଣାଗ୍ରସ୍ତ

bus accident

Advertisment

ବାଲେଶ୍ୱର: କୋଭିଡ୍ ଟେଷ୍ଟ ପାଇଁ ବାଲେଶ୍ୱରରୁ ସାମ୍ପୁଲ ନେଇ ଯାଉଥିବା ବସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ଟେଷ୍ଟ ସାମ୍ପୁଲ ନଷ୍ଟ ହୋଇଯାଇଥିବା ଜଣା ପଡ଼ିଛି। ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ାର ନିକଟରେ ଘଟିଛି ଏ ଦୁର୍ଘଟଣା।

Advertisment

ବାଲେଶ୍ୱରରୁ ଭୁବନେଶ୍ୱର ଯାଉଥିବା ଏହି ବସକୁ ସାମ୍ନାରୁ ଧକ୍କା ଦେଇଥିଲା ଗୋଟିଏ ଟ୍ରକ। ଦୁର୍ଘଟଣା ପରେ ଉଭୟ ଗାଡିର ଡ୍ରାଇଭର ଫେରାର ହୋଇଯାଇଥିବାବେଳେ ବସର ହେଲପରକୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛିା

ଏକ ଘରୋଇ ବସ୍‌ରେ ବାଲେଶ୍ୱର ଜିଲ୍ଲା ଡାକ୍ତରଖାନାରୁ କୋଭିଡ୍ ଟେଷ୍ଟ ପାଇଁ କିଛି ନମୁନା ଭୁବନେଶ୍ୱରର ଆସୁଥିବାବେଳେ ଖନ୍ତାପଡ଼ା ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ