/odishatv-khabar/media/post_attachments/uploadimage/library/16_9/16_9_0/beauty_1626690736.jpg)
beauty
ଭୁବନେଶ୍ୱର : ବାଂଲା ବ୍ୟୁଟିର ଧଳା ଜହର କାରବାର। ଦେଖିବାକୁ ବ୍ୟୁଟି, ହେଲେ ବେପାର ବ୍ରାଉନସୁଗାର। ଭୁବନେଶ୍ୱର ଲକ୍ଷ୍ମୀସାଗର ହଳଦି ପଡ଼ିଆରେ ରହି ବ୍ରାଉନସୁଗାର କାରବାର ଚଳାଉଥିବା ପଶ୍ଚିମବଙ୍ଗର ବ୍ୟୁଟି ପୋଦାର ଓ ତାର ଦୁଇ ସହଯୋଗୀ ଧରାପଡିଛନ୍ତି । ଏବେ ତାର ଭାଇକୁ ଖୋଜୁଛି ପୁଲିସ ।
Advertisment
ବ୍ୟୁଟି ପୋଦାର ବାଲେଶ୍ୱରରୁ ବ୍ରାଉନସୁଗାର ସଂଗ୍ରହ କରିବା ପରେ ତା ର ଏଜେଣ୍ଟ ଜରିଆରେ ଚଳାଉଥିଲା ବେପାର। ହଳଦି ପଡ଼ିଆରେ ଅନେକ ଥର ଚଢ଼ଉ ହୋଇଥିଲେ ମଧ୍ୟ ବ୍ୟୁଟି ପୋଦାର ସବୁବେଳେ ଖସି ଯାଉଥିଲା। ଏବେ ଧରାପଡିବା ପରେ ତା ନିକଟରୁ ଅନ୍ୟ ଏଜେଣ୍ଟ ଏବଂ ନେଟଓ୍ୱର୍କର ତଥ୍ୟ ଯୋଗାଡ଼ କରିବା ପାଇଁ ତାକୁ ରିମାଣ୍ଡରେ ନେବାକୁ ଯୋଜନା କରୁଛି ପୁଲିସ୍।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)