/odishatv-khabar/media/post_attachments/uploadimage/library/16_9/16_9_0/mandap-seal_1626691392.jpg)
mandap seal
ଭୁବନେଶ୍ୱର : ରାଜଧାନୀରେ ବେଆଇନ କଲ୍ୟାଣ ମଣ୍ଡପ ସିଲ୍ । ଆଜି ପ୍ରଥମେ ସହିଦ ନଗରର ଏକ କଲ୍ୟାଣ ମଣ୍ଡପକୁ ସିଲ୍ କରିଛନ୍ତି BMC ଓ BDAର ମିଳିତ ସ୍କ୍ୱାଡ୍। ବେଆଇନ କଲ୍ୟାଣ ମଣ୍ଡପରେ ପହଞ୍ଚିବା ପରେ ଏହାକୁ ଯାଞ୍ଚ କରିବା ସହ ସିଲ୍ କରାଯାଇଛି । ଭୁବନେଶ୍ୱରର ୩ଟି ଜୋନ୍ରେ ମୋଟ୍ ୮୦ଟି ମଣ୍ଡପ ଚିହ୍ନଟ ହୋଇଛି । ପ୍ଲାନ୍ ଅନୁମୋଦନ, ହୋଲ୍ଡିଂ ଟ୍ୟାକ୍ସ, ଟ୍ରେଡ୍ ଲାଇସେନ୍ସ ନଥିବା ମଣ୍ଡପ ଗୁଡିକୁ ସିଲ୍ କରାଯାଇଛି।
Advertisment
କଲ୍ୟାଣ ମଣ୍ଡପ ସିଲ୍ ନେଇ ଗତ ଜାନୁଆରୀ ୩୧ ଡେଡ୍ଲାଇନ୍ ଦିଆଯାଇଥିଲା। ଆଇନ ଉଲ୍ଲଂଘନ ହୋଇଥିଲେ ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ BMC ଓ BDAର ମିଳିତ ସ୍କ୍ୱାଡ୍ ସେହି ସବୁ ମଣ୍ଡପକୁ ସିଲ୍ କରିବେ । ପ୍ରଥମ ଦିନରେ ୧୬ଟି ମଣ୍ଡପ ସିଲ୍ କରିବାକୁ ନିଷ୍ପତ୍ତି ହୋଇଛି ।
ଦେଖନ୍ତୁ ଭିଡ଼ିଓ -
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)