Advertisment

ଭୟଙ୍କର ବିସ୍ଫୋରଣରେ ଫରେଷ୍ଟ କର୍ମଚାରୀ ଗୁରୁତର

ଢେଙ୍କାନାଳ: ଢେଙ୍କାନାଳ ଫରେଷ୍ଟ କଲୋନୀରେ ଆଜି ଭୟଙ୍କର ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣରେ ହାତୀ ଘଉଡ଼ାଇବା ସ୍କ୍ୱାଡର ଜଣେ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ନାଁ ସୁଜିତ ନାୟକ। ଗୁରୁତର ଅବସ୍ଥାରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଖବର ଅନୁଯାୟୀ, ଫରେଷ୍ଟ କଲୋନୀରେ ଏକ ଘରେ ହାତୀକୁ ଘଉଡ଼ାଇବା ପାଇଁ ବାଣ ରଖାଯାଇଥିଲା। ଆଜି ସକାଳେ ସୁଜିତ ସେହି ଘରକୁ ଯାଇଥିଲେ। କିନ୍ତୁ ସେଠାରେ ହଠାତ୍‌ ବିସ୍ଫୋରଣ ହୋଇଥିଲା। ବସ୍ଫୋରଣ ଏତେ ଭୟଙ୍କର […]

author-image
Mahasweta Baral
ଭୟଙ୍କର ବିସ୍ଫୋରଣରେ ଫରେଷ୍ଟ କର୍ମଚାରୀ ଗୁରୁତର

house

ଢେଙ୍କାନାଳ: ଢେଙ୍କାନାଳ ଫରେଷ୍ଟ କଲୋନୀରେ ଆଜି ଭୟଙ୍କର ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣରେ ହାତୀ ଘଉଡ଼ାଇବା ସ୍କ୍ୱାଡର ଜଣେ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ନାଁ ସୁଜିତ ନାୟକ। ଗୁରୁତର ଅବସ୍ଥାରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

Advertisment

ଖବର ଅନୁଯାୟୀ, ଫରେଷ୍ଟ କଲୋନୀରେ ଏକ ଘରେ ହାତୀକୁ ଘଉଡ଼ାଇବା ପାଇଁ ବାଣ ରଖାଯାଇଥିଲା। ଆଜି ସକାଳେ ସୁଜିତ ସେହି ଘରକୁ ଯାଇଥିଲେ। କିନ୍ତୁ ସେଠାରେ ହଠାତ୍‌ ବିସ୍ଫୋରଣ ହୋଇଥିଲା। ବସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଘରର ଆଜବେଷ୍ଟ ଉଡ଼ିଯାଇଥିବାବେଳେ ପାଖରେ ଥିବା ଘରର କାନ୍ଥଗୁଡିକ ଫାଟି ଯାଇଥିଲା। ଏଥିସହିତ ସେହି କଲୋନୀର କିଛି ଲୋକଙ୍କ ଆସବାବ ପତ୍ର ମଧ୍ୟ ନଷ୍ଟ ହୋଇଯାଇଛି।

Advertisment
Advertisment