Advertisment

ଶଙ୍ଖ ଧରିଲେ ବସନ୍ତ ପଣ୍ଡାଙ୍କ ପୁତୁରା ହରିଶଚନ୍ଦ୍ର

ଭୁବନେଶ୍ୱର: ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡାଙ୍କ ପୁତୁରା ହରିଶଚନ୍ଦ୍ର ପଣ୍ଡା ଆଜି ବିଜେଡିରେ ମିଶିଛନ୍ତି। ନିଜ ସମର୍ଥକଙ୍କ ସହ ନବୀନ ନିବାସ ଆସି ସେ ବିଜେଡିରେ ସାମିଲ ହୋଇଛନ୍ତି। ହରିଶଚନ୍ଦ୍ର ପଣ୍ଡା କହିଛନ୍ତି,“ମୁଁ ନବୀନ ପଟ୍ଟନାୟକଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ସାମିଲ ହୋଇଛି। ତାଙ୍କର ଉନ୍ନୟନମୂଳକ କାର୍ଯ୍ୟ ମୋତେ ପ୍ରୋତ୍ସାହିତ କରିଛି। ବିଜେଡିରେ ମିଶି ମୁଁ ନୂଆପଡ଼ା ଅଞ୍ଚଳର ବିକାଶ କରିପାରିବି ବୋଲି ଆଶା ରଖିଛି।” ହରିଶଚନ୍ଦ୍ର ବିଜେଡିରେ ମିଶିବା ନେଇ […]

ଶଙ୍ଖ ଧରିଲେ ବସନ୍ତ ପଣ୍ଡାଙ୍କ ପୁତୁରା ହରିଶଚନ୍ଦ୍ର

BJP

Advertisment

ଭୁବନେଶ୍ୱର: ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡାଙ୍କ ପୁତୁରା ହରିଶଚନ୍ଦ୍ର ପଣ୍ଡା ଆଜି ବିଜେଡିରେ ମିଶିଛନ୍ତି। ନିଜ ସମର୍ଥକଙ୍କ ସହ ନବୀନ ନିବାସ ଆସି ସେ ବିଜେଡିରେ ସାମିଲ ହୋଇଛନ୍ତି।

Advertisment

ହରିଶଚନ୍ଦ୍ର ପଣ୍ଡା କହିଛନ୍ତି,“ମୁଁ ନବୀନ ପଟ୍ଟନାୟକଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ସାମିଲ ହୋଇଛି। ତାଙ୍କର ଉନ୍ନୟନମୂଳକ କାର୍ଯ୍ୟ ମୋତେ ପ୍ରୋତ୍ସାହିତ କରିଛି। ବିଜେଡିରେ ମିଶି ମୁଁ ନୂଆପଡ଼ା ଅଞ୍ଚଳର ବିକାଶ କରିପାରିବି ବୋଲି ଆଶା ରଖିଛି।”

ହରିଶଚନ୍ଦ୍ର ବିଜେଡିରେ ମିଶିବା ନେଇ ବିଜେପିର ବରିଷ୍ଠ ନେତା ପ୍ରତାପ ଷଡ଼ଙ୍ଗୀ କହିଛନ୍ତି,“ ସେ ସଭାପତିଙ୍କ ପୁତୁରା ହୋଇପାରନ୍ତି, ମାତ୍ର କୌଣସି ପ୍ରଭାବ ପଡ଼ିବ ନାହିଁ।”

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ