Advertisment

ବଗଲା ଧର୍ମଶାଳା ବିକ୍ରି ଅଭିଯୋଗ: ବିଜେପିର ଡିଜିଟାଲ୍‌ ଆନ୍ଦୋଳନ ଆରମ୍ଭ

ପୁରୀ: ପୁରୀ ବଗଲା ଧର୍ମଶାଳା ବିକ୍ରି ଅଭିଯୋଗ ପ୍ରସଙ୍ଗ ନେଇ ରାଜ୍ୟ ବିଜେପି ଡିଜିଟାଲ ପ୍ଲାଟଫର୍ମ ମାଧ୍ୟମରେ ଜନ ଆନ୍ଦୋଳନ ଆରମ୍ଭ କରିଛି। ଡିଜିଟାଲ ପ୍ଲାଟ ଫର୍ମରେ ପ୍ରତିବାଦ ପାଇଁ ବିଜେପି ପକ୍ଷରୁ କରାଯାଇଥିବା ଆପ୍‌କୁ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ ଉପସ୍ଥିତିରେ ସମୀର ମହାନ୍ତି ଉଦଘାଟନ କରିଛନ୍ତି। ଡିଜିଟାଲ ପ୍ଲାଟଫର୍ମରେ ସାଧାରଣ ଲୋକେ ଧର୍ମଶାଳା ଜମି ବିକ୍ରି ନେଇ ପ୍ରତିବାଦ କରିପାରିବେ। ବଗଲା ଧର୍ମଶାଳା ମାମଲାରେ ରାଜ୍ୟ ବିଜେପି ଅନ୍‌ଲାଇନରେ ଦାଖଲ କରୁଛି ପିଟିସନ। […]

ବଗଲା ଧର୍ମଶାଳା ବିକ୍ରି ଅଭିଯୋଗ: ବିଜେପିର ଡିଜିଟାଲ୍‌ ଆନ୍ଦୋଳନ ଆରମ୍ଭ

bjp q

Advertisment

ପୁରୀ: ପୁରୀ ବଗଲା ଧର୍ମଶାଳା ବିକ୍ରି ଅଭିଯୋଗ ପ୍ରସଙ୍ଗ ନେଇ ରାଜ୍ୟ ବିଜେପି ଡିଜିଟାଲ ପ୍ଲାଟଫର୍ମ ମାଧ୍ୟମରେ ଜନ ଆନ୍ଦୋଳନ ଆରମ୍ଭ କରିଛି। ଡିଜିଟାଲ ପ୍ଲାଟ ଫର୍ମରେ ପ୍ରତିବାଦ ପାଇଁ ବିଜେପି ପକ୍ଷରୁ କରାଯାଇଥିବା ଆପ୍‌କୁ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ ଉପସ୍ଥିତିରେ ସମୀର ମହାନ୍ତି ଉଦଘାଟନ କରିଛନ୍ତି।

Advertisment

ଡିଜିଟାଲ ପ୍ଲାଟଫର୍ମରେ ସାଧାରଣ ଲୋକେ ଧର୍ମଶାଳା ଜମି ବିକ୍ରି ନେଇ ପ୍ରତିବାଦ କରିପାରିବେ। ବଗଲା ଧର୍ମଶାଳା ମାମଲାରେ ରାଜ୍ୟ ବିଜେପି ଅନ୍‌ଲାଇନରେ ଦାଖଲ କରୁଛି ପିଟିସନ। ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଏହି ପିଟିସନ ଦାଖଲ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ