Advertisment

ବିଜେପି ପ୍ରାର୍ଥୀ ମନୋରଞ୍ଜନ ଦ୍ୟାନସାମନ୍ତରାୟଙ୍କୁ ମାଡ଼ ଅଭିଯୋଗ

ଭୁବନେଶ୍ୱର: ଆଜି ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଚାଲିଥିବା ବେଳେ ବିଜେପିର ଚିକିଟି ବିଧାନସଭା ପ୍ରାର୍ଥୀ ମନୋରଞ୍ଜନ ଦ୍ୟାନସାମନ୍ତରାୟଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି। ଝାଟିଆପଦର ୮୨ ନମ୍ବର ବୁଥ୍‌ରେ ତାଙ୍କୁ ମାଡ଼ ମରାଯାଇଥିବା ବିଜେପି ଅଭିଯୋଗ କରିଛି। ସାମ୍ୱାଦିକ ସମ୍ମିଳନୀରେ ବିଜେପି ଉପ ସଭାପତି ସମୀର ମହାନ୍ତି ଏହି ଅଭିଯୋଗ କରିଛନ୍ତି। ଏନେଇ ସମୀର ମହାନ୍ତି କହିଛନ୍ତି,“ ଚିକିଟି ନିର୍ବାଚନମଣ୍ଡଳୀର ଅନେକ ବୁଥ୍‌ରେ ରିଗିଂ ହୋଇଛି। ୧୮ଟି ବୁଥ୍‌ରେ ବିଜେପି ଏଜେଣ୍ଟଙ୍କୁ ପୂରାଇ ଦିଆଯାଇନି। କୋରାପୁଟ […]

author-image
Jyotsnamayee Pradhan
ବିଜେପି ପ୍ରାର୍ଥୀ ମନୋରଞ୍ଜନ ଦ୍ୟାନସାମନ୍ତରାୟଙ୍କୁ ମାଡ଼ ଅଭିଯୋଗ

samir

ଭୁବନେଶ୍ୱର: ଆଜି ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଚାଲିଥିବା ବେଳେ ବିଜେପିର ଚିକିଟି ବିଧାନସଭା ପ୍ରାର୍ଥୀ ମନୋରଞ୍ଜନ ଦ୍ୟାନସାମନ୍ତରାୟଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି। ଝାଟିଆପଦର ୮୨ ନମ୍ବର ବୁଥ୍‌ରେ ତାଙ୍କୁ ମାଡ଼ ମରାଯାଇଥିବା ବିଜେପି ଅଭିଯୋଗ କରିଛି।

Advertisment

ସାମ୍ୱାଦିକ ସମ୍ମିଳନୀରେ ବିଜେପି ଉପ ସଭାପତି ସମୀର ମହାନ୍ତି ଏହି ଅଭିଯୋଗ କରିଛନ୍ତି। ଏନେଇ ସମୀର ମହାନ୍ତି କହିଛନ୍ତି,“ ଚିକିଟି ନିର୍ବାଚନମଣ୍ଡଳୀର ଅନେକ ବୁଥ୍‌ରେ ରିଗିଂ ହୋଇଛି। ୧୮ଟି ବୁଥ୍‌ରେ ବିଜେପି ଏଜେଣ୍ଟଙ୍କୁ ପୂରାଇ ଦିଆଯାଇନି। କୋରାପୁଟ ୧୫୯ନଂ ବୁଥ୍‌ରେ ବିଜେପି ଏଜେଣ୍ଟକୁ ତାଲା ପକାଇ ଦିଆଯାଇଛି।”

Advertisment
Advertisment