Advertisment

ବିଜେପିର ଲୋକସଭା ପ୍ରାର୍ଥୀ ଘୋଷଣା: ଭଦ୍ରକରୁ ଲଢ଼ିବେ ଅଭିମନ୍ୟୁ

ଭୁବନେଶ୍ୱର: ଆଜି ବିଜେପି ୧୧ ବିଧାନସଭା ଓ ୩ ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ମୟୂରଭଞ୍ଜ  ଲୋକସଭା ଆସନ ପାଇଁ ବିଶ୍ୱେଶ୍ୱର ଟୁଡୁ ପ୍ରାର୍ଥୀ ହୋଇଥିବା ବେଳେ ଭଦ୍ରକ ପାଇଁ ଅଭିମନ୍ୟୁ ସେଠୀ ଓ ଯାଜପୁର ପାଇଁ ଅମୀୟ ମଲ୍ଲିକ ପ୍ରାର୍ଥୀ ହୋଇଛନ୍ତି। ସୂଚନାଯୋଗ୍ୟ, ଗତ ମାର୍ଚ୍ଚ ୨୯ ତାରିଖରେ ବିଜେପି ଦୁଇଟି ଲୋକସଭା ଏବଂ ୯ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିଲା।

author-image
Jyotsnamayee Pradhan
ବିଜେପିର ଲୋକସଭା ପ୍ରାର୍ଥୀ ଘୋଷଣା: ଭଦ୍ରକରୁ ଲଢ଼ିବେ ଅଭିମନ୍ୟୁ

bhadrak

ଭୁବନେଶ୍ୱର: ଆଜି ବିଜେପି ୧୧ ବିଧାନସଭା ଓ ୩ ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି।

Advertisment

ମୟୂରଭଞ୍ଜ  ଲୋକସଭା ଆସନ ପାଇଁ ବିଶ୍ୱେଶ୍ୱର ଟୁଡୁ ପ୍ରାର୍ଥୀ ହୋଇଥିବା ବେଳେ ଭଦ୍ରକ ପାଇଁ ଅଭିମନ୍ୟୁ ସେଠୀ ଓ ଯାଜପୁର ପାଇଁ ଅମୀୟ ମଲ୍ଲିକ ପ୍ରାର୍ଥୀ ହୋଇଛନ୍ତି।

ସୂଚନାଯୋଗ୍ୟ, ଗତ ମାର୍ଚ୍ଚ ୨୯ ତାରିଖରେ ବିଜେପି ଦୁଇଟି ଲୋକସଭା ଏବଂ ୯ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିଲା।

Advertisment
Advertisment
Advertisment