/odishatv-khabar/media/post_attachments/uploadimage/library/16_9/16_9_0/p1_1626417011.jpg)
p1
କନ୍ଧମାଳ: କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂହଙ୍କ ଉପରେ ବିଜେଡି କର୍ମୀ ଅସନ୍ତୋଷ ପ୍ରକାଶ କରିଛନ୍ତି।
Advertisment
ତ୍ରିବେଦୀ ପାର୍କ ପାଖରେ ‘ମୋ ଭବିଷ୍ୟତ ସୁରକ୍ଷା ସ୍ୱାକ୍ଷର’ ଅଭିଯାନ ଚାଲିଥିଲା। ଏଥିରେ ଯୋଗଦେବାକୁ ପ୍ରତ୍ୟୁଷାଙ୍କୁ ନିମନ୍ତ୍ରଣ କରାଯାଇଥିଲା। ତେବେ ପ୍ରତ୍ୟୁଷା ବାଲିଗୁଡ଼ାରେ ଥାଇ ମଧ୍ୟ ଏହି କାର୍ଯ୍ୟକ୍ରମକୁ ନ ଆସିବାରୁ ବ୍ଲକ୍ ସଭାପତି ଟୁନା ଦାସଙ୍କ ସମେତ ବହୁ କର୍ମୀ ଏହାକୁ ନିନ୍ଦା କରିଥିଲେ।
ଏନେଇ ସ୍ଥାନୀୟ ନେତା ମୁଖ୍ୟମନ୍ତ୍ରୀଙ୍କୁ ଜଣାଇବେ ବୋଲି କହିଛନ୍ତି। ପାଖରେ ଥାଇ ବି ସାଂସଦଙ୍କ ଅନୁପସ୍ଥିତି ଦଳରେ ଫାଟ ଥିବା ସୂଚାଉଛି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)