/odishatv-khabar/media/post_attachments/uploadimage/library/16_9/16_9_0/bjd-9_1626416882.jpg)
bjd
ଭୁବନେଶ୍ୱର : ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କ ସ୍ୱାର୍ଥ ରକ୍ଷାରେ କେନ୍ଦ୍ର ସରକାର ବିଫଳ। ଏହି ଅଭିଯୋଗ ଅାଣି ରାଜଭବନ ସମ୍ମୁଖରେ ପ୍ରତିବାଦ ସଭା କରିଛି ବିଜେଡି। ରାଜ୍ୟର ୨ ଲକ୍ଷରୁ ଅଧିକ ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କ ଛାତ୍ରବୃତ୍ତିର କେନ୍ଦ୍ରୀୟ ଅଂଶର ପରିବର୍ତ୍ତନକୁ ବିରୋଧ କରୁଛି ଦଳ।
Advertisment
ଏହାଦ୍ୱାରା ରାଜ୍ୟ ସରକାରଙ୍କ ଉପରେ ଅତିରିକ୍ତ ଅାଥିକ ବୋଝ ପଡ଼ିଥିବା ଅଭିଯୋଗ କରିଛି ବିଜେଡି। ପୂର୍ବରୁ କେନ୍ଦ୍ର ସରକାର ଛାତ୍ର ବୃତ୍ତିରେ ୯୦ ପ୍ରତିଶତ ଦେଉଥିବା ବେଳେ ଏବେ ଏହା ୨୦ ପ୍ରତିଶତରେ ରହିଥିବା ଅଭିଯୋଗ ହୋଇଛି। ଏନେଇ ରାଜ୍ୟପାଳଙ୍କୁ ଭେଟି ଦାବିପତ୍ର ଦେଇଛି ବିଜେଡି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)