/odishatv-khabar/media/post_attachments/uploadimage/library/16_9/16_9_0/chiken_1626340017.jpg)
chiken
କଟକ(ବିବର୍ତ୍ତନ ପଣ୍ଡା): ବାର୍ଡ ଫ୍ଲୁର ପ୍ରତିକାର ପାଇଁ ଆଜି ବି କଟକର ବିଭିନ୍ନ ସ୍ଥାନରେ କୁକୁଡ଼ାମରା ଅଭିଯାନ ଜାରି ରହିବ। ଗତକାଲି କଟକ ଖପୁରିଆସ୍ଥିତ ବତକ ପ୍ରଜନନ କେନ୍ଦ୍ରରେ ୪ ଶହରୁ ଅଧିକ ବତକ ଓ କୁକୁଡ଼ାଙ୍କୁ ପ୍ରଶାସନ ପକ୍ଷରୁ ମରାଯାଇଥିଲା। ଏହାସହ ୬ ହଜାରରୁ ଅଧିକ ଅଣ୍ଡା ନଷ୍ଟ କରାଯାଇଥିଲା।
Advertisment
ପରିସ୍ଥିତିର ମୁକାବିଲା ପାଇଁ କଟକ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗତକାଲି ଏକ ଜରୁରୀକାଳୀନ ବୈଠକ ବସିଥିଲା। ସଂକ୍ରମିତ ଅଞ୍ଚଳରେ ୩ ମାସ ପର୍ଯ୍ୟନ୍ତ କୁକୁଡ଼ା, ବତକ ମାଂସ ଓ ଅଣ୍ଡା ନଖାଇବା ପାଇଁ ଜିଲ୍ଲା ପ୍ରଶାସନ ପରାମର୍ଶ ଦେଇଛି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)