Advertisment

Bike Rider Killed in Collision with Bus: କଲେଜ ବସ୍ ଧକ୍କାରେ ବାଇକ୍ ଆରୋହୀ ମୃତ

କଲେଜ ବସ୍ ଧକ୍କାରେ ବାଇକ ଆରୋହୀଙ୍କ ମୃତ୍ୟୁ। ଖଣ୍ଡଗିରି ଥାନା ପାତ୍ରପଡା ଅଞ୍ଚଳରେ ଏ ଦୁର୍ଘଟଣା। ଖଣ୍ଡଗିରିରୁ ତମାଣ୍ଡୋ ଆଡକୁ ଯାଉଥିବାବେଳେ ଧକ୍କା ଦେଲା। ଘଟଣାସ୍ଥଳରେ ବାଇକ ଆରୋହୀ ମୃତ।

author-image
Pramod Behera
Bike Rider Killed in Collision with Bus

କଲେଜ ବସ୍ ଧକ୍କାରେ ବାଇକ୍ ଆରୋହୀ ମୃତ Photograph: (OTV)

କଲେଜ ବସ ଧକ୍କାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ। ଖଣ୍ଡଗିରି ଥାନା ପାତ୍ରପଡା ଅଞ୍ଚଳରେ ଘଟିଛି ଏ ଦୁର୍ଘଟଣା। ଖଣ୍ଡଗିରି ଆଡୁ ତମାଣ୍ଡୋ ଆଡ଼େ ଯାଉଥିବା ଏକ ବାଇକ୍ ଆରୋହୀଙ୍କୁ ପଛପଟୁ ଏକ କଲେଜ ବସ୍ ଧକ୍କା ଦେଇ ଘଟଣା ସ୍ଥଳରୁ ଫେରାର ହୋଇଯାଇଛି। ଘଟଣାସ୍ଥଳରେ ବାଇକ୍ ଆରୋହୀଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। 

Advertisment

ମୃତ ଯୁବକଙ୍କ ଘର ତମାଣ୍ଡୋ ଅଞ୍ଚଳର ବୋଲି ପୋଲିସ ଜାଣିବାକୁ ପାଇଛି। ଦୁର୍ଘଟଣାର ଚିତ୍ର CCTVରେ କଏଦ ହୋଇଛି।

  • କଲେଜ ବସ୍ ଧକ୍କାରେ ବାଇକ ଆରୋହୀଙ୍କ ମୃତ୍ୟୁ
  • ଖଣ୍ଡଗିରି ଥାନା ପାତ୍ରପଡା ଅଞ୍ଚଳରେ ଏ ଦୁର୍ଘଟଣା
  • ଖଣ୍ଡଗିରିରୁ ତମାଣ୍ଡୋ ଆଡକୁ ଯାଉଥିବାବେଳେ ଧକ୍କା ଦେଲା
  • ଘଟଣାସ୍ଥଳରେ ବାଇକ ଆରୋହୀ ମୃତ
  • ଘଟଣାସ୍ଥଳରୁ ଫେରାର କଲେଜ ବସ୍
  • ମୃତ ଯୁବକଙ୍କ ଘର ତମାଣ୍ଡୋ ଅଂଚଳରେ
  • CCTVରେ ଦୁର୍ଘଟଣାର ଚିତ୍ର
Advertisment
Road Accident Accident Odisha News
Advertisment
Advertisment