Advertisment

ବିଜେଡି ଛାଡ଼ିଲେ ବିକାଶ ଚନ୍ଦ୍ର ଗିରି

ଭୁବନେଶ୍ୱର: ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ଦଳ ଡିଆଁ ସେତେ ପରିମାଣରେ ବଢ଼ିବାରେ ଲାଗିଛି। ଏହି ଧାରାରେ ସବୁଠାରୁ ଆଗରେ ରହିଛି ବିଜେଡି। ଟିକେଟ୍‌ ନପାଇ ସିଟିଂ ଏମ୍‌ପି, ବିଧାୟକ ଓ ନେତା ଜଣକ ପରେ ଜଣେ ଦଳ ଛାଡୁଛନ୍ତି। ଏମାନଙ୍କ ମଧ୍ୟରୁ ଅଧିକାଂଶ ନେତା ବିଜେଡି ମୁହାଁ ହେଉଥିବା ଦେଖିବାକୁ ମିଳୁଛି। ଏହି କ୍ରମରେ ପୂର୍ବତନ ବିଜୁ କୃଷକ ଜନତା ଦଳର ସଂପାଦକ ବିକାଶ ଚନ୍ଦ୍ର ଗିରି ବିଜେଡିରୁ ଇସ୍ତଫା ଦେଇଛନ୍ତି। ଦଳ ଅଗଣତାନ୍ତ୍ରିକ […]

ବିଜେଡି ଛାଡ଼ିଲେ ବିକାଶ ଚନ୍ଦ୍ର ଗିରି

BJD

Advertisment

ଭୁବନେଶ୍ୱର: ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ଦଳ ଡିଆଁ ସେତେ ପରିମାଣରେ ବଢ଼ିବାରେ ଲାଗିଛି। ଏହି ଧାରାରେ ସବୁଠାରୁ ଆଗରେ ରହିଛି ବିଜେଡି। ଟିକେଟ୍‌ ନପାଇ ସିଟିଂ ଏମ୍‌ପି, ବିଧାୟକ ଓ ନେତା ଜଣକ ପରେ ଜଣେ ଦଳ ଛାଡୁଛନ୍ତି। ଏମାନଙ୍କ ମଧ୍ୟରୁ ଅଧିକାଂଶ ନେତା ବିଜେଡି ମୁହାଁ ହେଉଥିବା ଦେଖିବାକୁ ମିଳୁଛି। ଏହି କ୍ରମରେ ପୂର୍ବତନ ବିଜୁ କୃଷକ ଜନତା ଦଳର ସଂପାଦକ ବିକାଶ ଚନ୍ଦ୍ର ଗିରି ବିଜେଡିରୁ ଇସ୍ତଫା ଦେଇଛନ୍ତି।

Advertisment

ଦଳ ଅଗଣତାନ୍ତ୍ରିକ ଭାବେ ଚାଲିଛି ବୋଲି ଅଭିଯୋଗ କରି ସେ ତାଙ୍କ ଇସ୍ତଫା ପତ୍ରରେ ଦର୍ଶାଇଛନ୍ତି।

ସେ କହିଛନ୍ତି, “ଦଳରେ ସାଧାରଣ ସଦସ୍ୟଙ୍କୁ ଅବହେଳା କରାଯାଉଛି।ଏଥିସହ ଦଳରେ କିଛି ଲୋକଙ୍କ ମନମାନି ଚାଲିଛି।

Advertisment

ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସେ ତାଙ୍କ ଇସ୍ତଫା ପତ୍ର ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ