/odishatv-khabar/media/post_attachments/uploadimage/library/16_9/16_9_0/BJD-11_1626759386.jpg)
BJD
ଭୁବନେଶ୍ୱର: କେନ୍ଦୁଝର ଜିଲ୍ଲା ଆନନ୍ଦପୁରର ପୂର୍ବତନ ବିଧାୟକ ଭାଗିରଥୀ ସେଠୀ ଆଜି ବିଜେଡିରେ ଯୋଗଦେଇଛନ୍ତି। ନବୀନ ନିବାସ ଆସି ସେ ବିଜେଡିରେ ମିଶିଛନ୍ତି।
Advertisment
ଆସନ୍ତା ସାଧାରଣ ନିର୍ବାଚନ ପାଇଁ ଭାଗିରଥୀଙ୍କୁ ବିଜେପି ଆନନ୍ଦପୁରରୁ ପ୍ରାର୍ଥୀ ଘୋଷଣା କରିଛି। ତେବେ ସେ ବିଜେପିରୁ ଟିକେଟ୍ ନେଇ ବିଜେଡିରେ ଯୋଗଦେବାକୁ ନେଇ ଚର୍ଚ୍ଚା ଜୋର ଧରିଛି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)