Advertisment

ଶୌଚ ପାଇଁ ଯାଇ ଭାଲୁ ଆକ୍ରମଣର ଶିକାର ହେଲେ

ନୂଆପଡ଼ା (ମାୟାଧର ସରାଫ୍): ନୂଆପଡ଼ା ଜିଲ୍ଲା ବୋଡେନ ବ୍ଲକର ବିଭିନ୍ନ ଗାଁରେ ଆଜି ଭାଲୁ ଆକ୍ରମଣରେ ତିନି ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତମାନେ ହେଲେ କ୍ଷୀରୋଦ ନାଏକ, ଜାମଗାଁର ଫୁଲମତୀ ନାଗ ଓ ରୋକାଲ ଗାଁର କରୁଣା ମାଝୀ। ଆଜି ସକାଳେ ପୋଖରୀକୁ ଶୌଚ ପାଇଁ ଯାଇ ଥିବା ବେଳେ ତିନି ଜଣ ଭାଲୁ ହାବଡ଼ରେ ପଡ଼ିଯାଇଥିଲେ। ସେମାନଙ୍କୁ ଭାଲୁ ଆକ୍ରମଣ କରିଥିଲା।

author-image
Pradesh Pratyush
ଶୌଚ ପାଇଁ ଯାଇ ଭାଲୁ ଆକ୍ରମଣର ଶିକାର ହେଲେ

bear attack

ନୂଆପଡ଼ା (ମାୟାଧର ସରାଫ୍): ନୂଆପଡ଼ା ଜିଲ୍ଲା ବୋଡେନ ବ୍ଲକର ବିଭିନ୍ନ ଗାଁରେ ଆଜି ଭାଲୁ ଆକ୍ରମଣରେ ତିନି ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତମାନେ ହେଲେ କ୍ଷୀରୋଦ ନାଏକ, ଜାମଗାଁର ଫୁଲମତୀ ନାଗ ଓ ରୋକାଲ ଗାଁର କରୁଣା ମାଝୀ।

Advertisment

ଆଜି ସକାଳେ ପୋଖରୀକୁ ଶୌଚ ପାଇଁ ଯାଇ ଥିବା ବେଳେ ତିନି ଜଣ ଭାଲୁ ହାବଡ଼ରେ ପଡ଼ିଯାଇଥିଲେ। ସେମାନଙ୍କୁ ଭାଲୁ ଆକ୍ରମଣ କରିଥିଲା।

Advertisment
Advertisment