/odishatv-khabar/media/post_attachments/uploadimage/library/16_9/16_9_0/mohana-12_1626758651.jpg)
mohana
ମୋହନା(ମିହିର ଜତି): ଗଜପତି ଜିଲ୍ଲା ମୋହନା ବିଧାୟିକା ବାସନ୍ତୀ ମଲ୍ଲିକ ବିଜେଡି ଛାଡି ବିଜେପିରେ ମିଶିବା ପରେ ବିଜେଡି କର୍ମୀଙ୍କ ଭିତରେ ଅସନ୍ତୋଷ ଦେଖାଦେଇଛି।
Advertisment
ବ୍ଲକ ବିଜେଡି ସଭାପତିଙ୍କ ନେତୃତ୍ୱରେ ଦଳୀୟ କର୍ମୀ ପିଡବ୍ଲୁଡି ଛକରୁ ଏକ ଶୋଭାଯାତ୍ରାରେ ବାହାରି ବାସନ୍ତୀ ମଲ୍ଲିକଙ୍କ ବିରୋଧରେ ନାରା ଦେବା ସହ ପୋଷ୍ଟର ପୋଡ଼ିଥିଲେ।
ସେ ବିଜେପିରେ ମିଶିବା ଦ୍ୱାରା ମୋହନା ନିର୍ବାଚନ ମଣ୍ଡଳୀରେ କୌଣସି ଫରକ୍ ପଡ଼ିବ ନାହିଁ ବୋଲି ବ୍ଲକ୍ ବିଜେଡି ସଭାପତି ରଞ୍ଜିତ ଶବର କହିଛନ୍ତି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)