Advertisment

ଉପନିର୍ବାଚନ ପୂର୍ବରୁ ବିଜେଡିକୁ ଝଟ୍‌କା

ବାଲେଶ୍ୱର: ଉପନିର୍ବାଚନ ପୂର୍ବରୁ ବିଜେଡିକୁ ଝଟ୍‌କା ଲାଗିଛି। ଶଙ୍ଖ ଛାଡ଼ି ପଦ୍ନ ହାତ ଧରିଛନ୍ତି ବିଜେଡିର ପୂର୍ବତନ ନେତା। ବାଲେଶ୍ୱର ସଦର ବ୍ଲକ ଚେୟାରମ୍ୟାନ ନାରାୟଣ ଚନ୍ଦ୍ର ପ୍ରଧାନ ବିଜେଡି ଛାଡ଼ିଛନ୍ତି।  ନାରାୟଣ ବିଜେଡିର ସଦର ବ୍ଲକ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଥିଲେ। ତାଙ୍କ ସହ ୧୮ଟି ପଞ୍ଚାୟତର ସମିତି ସଭ୍ୟ ଓ ସରପଞ୍ଚ ଥିବା ସେ କହିଛନ୍ତି। ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ବିଜେଡି ଛାଡ଼ି ବିଜେପିରେ ଯୋଗଦେଇଥିବା କହିଛନ୍ତି […]

ଉପନିର୍ବାଚନ ପୂର୍ବରୁ ବିଜେଡିକୁ ଝଟ୍‌କା

narayana

Advertisment

ବାଲେଶ୍ୱର: ଉପନିର୍ବାଚନ ପୂର୍ବରୁ ବିଜେଡିକୁ ଝଟ୍‌କା ଲାଗିଛି। ଶଙ୍ଖ ଛାଡ଼ି ପଦ୍ନ ହାତ ଧରିଛନ୍ତି ବିଜେଡିର ପୂର୍ବତନ ନେତା। ବାଲେଶ୍ୱର ସଦର ବ୍ଲକ ଚେୟାରମ୍ୟାନ ନାରାୟଣ ଚନ୍ଦ୍ର ପ୍ରଧାନ ବିଜେଡି ଛାଡ଼ିଛନ୍ତି।  ନାରାୟଣ ବିଜେଡିର ସଦର ବ୍ଲକ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଥିଲେ। ତାଙ୍କ ସହ ୧୮ଟି ପଞ୍ଚାୟତର ସମିତି ସଭ୍ୟ ଓ ସରପଞ୍ଚ ଥିବା ସେ କହିଛନ୍ତି।

Advertisment

ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ବିଜେଡି ଛାଡ଼ି ବିଜେପିରେ ଯୋଗଦେଇଥିବା କହିଛନ୍ତି ନାରାୟଣ। ଆଗାମୀ ଦିନରେ ବିଜେପି ଯାହା ଦାୟିତ୍ୱ ଦେବ କରିବି ବୋଲି ନାରାୟଣ କହିଛନ୍ତି। ସୂଚନା ଥାଉକି, ନଭେମ୍ବର ୩ ତାରିଖରେ ବାଲେଶ୍ୱର ଆସନ ପାଇଁ ଉପନିର୍ବାଚନ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ