Advertisment

ଏଟିଏମ୍‌ ଭାଙ୍ଗି ଲୁଟ୍ ଉଦ୍ୟମ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲା ଆଳି ଥାନା ଅନ୍ତର୍ଗତ ସିଙ୍ଗିରି ବଜାରରେ ଥିବା ଏଟିଏମ୍‌ରୁ ଲୁଟ୍‌ ଉଦ୍ୟମ ହୋଇଛି। ଦୁର୍ବୃତ୍ତମାନେ ବିଳମ୍ବିତ ରାତିରେ ଏସ୍‌ବିଆଇ ଏଟିଏମ୍‌କୁ ଭାଙ୍ଗି ଦେଇଛନ୍ତି। କିନ୍ତୁ ଏଟିଏମ୍‌ରୁ ଲୁଟ୍‌ ହୋଇଛି କି ନାହିଁ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ କରୁଛି। ପୂର୍ବରୁ ଦୁଇ ତିନି ମାସ ତଳେ ମଧ୍ୟ ଦୁର୍ବୃତ୍ତମାନେ ଏହି ଏଟିଏମ୍‌ରୁ ଲୁଟ୍‌ କରିବାକୁ ଉଦ୍ୟମ କରିଥିଲେ। ସେତେବେଳେ ଏଟିଏମ୍‌ ଭଙ୍ଗାରୁଜା କରିଥିଲେ ମଧ୍ୟ ଟଙ୍କା ଲୁଟ୍‌ […]

author-image
Rosalin Rath
ଏଟିଏମ୍‌ ଭାଙ୍ଗି ଲୁଟ୍ ଉଦ୍ୟମ

0

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲା ଆଳି ଥାନା ଅନ୍ତର୍ଗତ ସିଙ୍ଗିରି ବଜାରରେ ଥିବା ଏଟିଏମ୍‌ରୁ ଲୁଟ୍‌ ଉଦ୍ୟମ ହୋଇଛି। ଦୁର୍ବୃତ୍ତମାନେ ବିଳମ୍ବିତ ରାତିରେ ଏସ୍‌ବିଆଇ ଏଟିଏମ୍‌କୁ ଭାଙ୍ଗି ଦେଇଛନ୍ତି।

Advertisment

କିନ୍ତୁ ଏଟିଏମ୍‌ରୁ ଲୁଟ୍‌ ହୋଇଛି କି ନାହିଁ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ କରୁଛି।

ପୂର୍ବରୁ ଦୁଇ ତିନି ମାସ ତଳେ ମଧ୍ୟ ଦୁର୍ବୃତ୍ତମାନେ ଏହି ଏଟିଏମ୍‌ରୁ ଲୁଟ୍‌ କରିବାକୁ ଉଦ୍ୟମ କରିଥିଲେ। ସେତେବେଳେ ଏଟିଏମ୍‌ ଭଙ୍ଗାରୁଜା କରିଥିଲେ ମଧ୍ୟ ଟଙ୍କା ଲୁଟ୍‌ କରି ପାରି ନଥିଲେ।

Advertisment
Advertisment
Advertisment