Advertisment

୫ ହଜାର ଲାଞ୍ଚ ନେଉଥିଲେ ASI; ଧରିଲା ଭିଜିଲାନ୍ସ

କେନ୍ଦ୍ରାପଡ଼ା: ଭିଜିଲାନ୍ସ ଜାଲରେ କେନ୍ଦ୍ରାପଡ଼ା ରାଜକନିକା ଥାନା ASI ବୈଷ୍ଣବ ଚନ୍ଦ୍ର ବେହେରା। ପାଞ୍ଚ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି। ପାରିବାରିକ ଗଣ୍ଡଗୋଳ ମାମଲାରେ ଗୋକନେଶ୍ୱରପୁର ଗାଁର ଦିବାକର ସେଠୀଙ୍କ ପରିବାର ନାଁ ଏତଲାରୁ ହଟାଇବାକୁ ପାଞ୍ଚ ହଜାରେ ଟଙ୍କା ଲାଞ୍ଚ ମାଗିଥିଲେ। ଟଙ୍କା ନ ଦେଲେ ଗିରଫ କରାଯିବ ବୋଲି ASI କହିଥିଲେ। ଦିବାକର ଏନେଇ ଭିଜିଲାନ୍ସ ରେ ଅଭିଯୋଗ କରିଥିଲେ। ଆଗରୁ ପ୍ରସ୍ତୁତ ଥିବା ଭିଜିଲାନସ ଟଙ୍କା […]

୫ ହଜାର ଲାଞ୍ଚ ନେଉଥିଲେ ASI; ଧରିଲା ଭିଜିଲାନ୍ସ

VIGILANCE

Advertisment

କେନ୍ଦ୍ରାପଡ଼ା: ଭିଜିଲାନ୍ସ ଜାଲରେ କେନ୍ଦ୍ରାପଡ଼ା ରାଜକନିକା ଥାନା ASI ବୈଷ୍ଣବ ଚନ୍ଦ୍ର ବେହେରା। ପାଞ୍ଚ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି।

Advertisment

ପାରିବାରିକ ଗଣ୍ଡଗୋଳ ମାମଲାରେ ଗୋକନେଶ୍ୱରପୁର ଗାଁର ଦିବାକର ସେଠୀଙ୍କ ପରିବାର ନାଁ ଏତଲାରୁ ହଟାଇବାକୁ ପାଞ୍ଚ ହଜାରେ ଟଙ୍କା ଲାଞ୍ଚ ମାଗିଥିଲେ। ଟଙ୍କା ନ ଦେଲେ ଗିରଫ କରାଯିବ ବୋଲି ASI କହିଥିଲେ।

ଦିବାକର ଏନେଇ ଭିଜିଲାନ୍ସ ରେ ଅଭିଯୋଗ କରିଥିଲେ। ଆଗରୁ ପ୍ରସ୍ତୁତ ଥିବା ଭିଜିଲାନସ ଟଙ୍କା ଲାଞ୍ଚ ନେବା ସମୟରେ ତାଙ୍କୁ ଗିରଫ କରିଥିଲା। ରାଜକନିକା ବାସଭବନ ଓ ତାଙ୍କର ପୈତୃକ ଘର ଯାଜପୁର ଜିଲ୍ଲା ଧର୍ମଶଳାରେ ରେଡ଼ ଜାରି ରହିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ