Advertisment

କରୋନା ଅପ୍‌ଡେଟ୍: ସକାଳେ ୭୬ ଆକ୍ରାନ୍ତ ହୋଇଥିଲେ ଏବେ ୭୯ ସୁସ୍ଥ ହେଲେ

ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଯେତିକି ବଢ଼ୁଛନ୍ତି ସେଇ ଅନୁସାରେ ରୋଗୀ ସୁସ୍ଥ ମଧ୍ୟ ହେଉଛନ୍ତି। ଆଜି ସକାଳେ ରାଜ୍ୟରେ ୭୬ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଏବେ ୭୯ ସୁସ୍ଥ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। Another 79 #Covid19 patients have recovered and are being discharged. 11 are from Ganjam 5 from Jajpur 17 from Balasore 4 […]

କରୋନା ଅପ୍‌ଡେଟ୍: ସକାଳେ ୭୬ ଆକ୍ରାନ୍ତ ହୋଇଥିଲେ ଏବେ  ୭୯ ସୁସ୍ଥ ହେଲେ

corona

Advertisment

ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଯେତିକି ବଢ଼ୁଛନ୍ତି ସେଇ ଅନୁସାରେ ରୋଗୀ ସୁସ୍ଥ ମଧ୍ୟ ହେଉଛନ୍ତି। ଆଜି ସକାଳେ ରାଜ୍ୟରେ ୭୬ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଏବେ ୭୯ ସୁସ୍ଥ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି।

Advertisment

ସୁସ୍ଥଙ୍କ ମଧ୍ୟରେ ଗଞ୍ଜାମରୁ ୧୧, ଯାଜପୁରରୁ ୫, ବାଲେଶ୍ୱରରୁ ୧୭, କଟକରୁ ୪, ଭଦ୍ରକରୁ ୨୮, କେନ୍ଦୁଝରରୁ ୩, ଖୋର୍ଦ୍ଧାରୁ ୨, ବଲାଙ୍ଗିରରୁ ୨ ଓ ପୁରୀରୁ ୭ ଜଣ ଅଛନ୍ତି। ଏମାନଙ୍କୁ ମିଶାଇ ରାଜ୍ୟରେ ୮୧୨ ଜଣ ସୁସ୍ଥ ହେଲେଣି। ସେହିଭଳି ଆକ୍ରାନ୍ତଙ୍କ ସଂଖ୍ୟା ୧୫୯୩କୁ ବୃଦ୍ଧି ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୭ ରହିଛି। ସେହିଭଳି ବର୍ତ୍ତମାନ ୭୭୪ ଜଣ ଚିକିତ୍ସିତ ହେଉଛନ୍ତି। ଅଧିକ କରୋନା ଖବର ପାଇଁ ଆମ ସହିତ ଯୋଡି ହୁଅନ୍ତୁ ।

Advertisment
Positive Cases
DistrictPositiveRecoveredActiveDeceased
Ganjam368283823
Jajpur2421261160
Balasore139119200
Bhadrak10674320
Khurdha9957393
Cuttack8614711
Puri8525600
Kendrapara6127340
Balangir544500
Nayagarh506440
Jagatsinghpur475420
Sundergarh3927120
Boudh334290
Angul2515100
Deogarh242220
Keonjhar207130
Malkangiri190190
Mayurbhanj161150
Kalahandi152130
Nuapada140140
Kandhamal130130
Gajapati100100
Koraput7160
Dhenkanal7160
Jharsuguda6240
Sambalpur5050
Sonepur1010
Nawarangpur1010
Baragarh1010

ଆଜି ଚିହ୍ନଟ ହୋଇଥିବା ୭୬ଙ୍କ ମଧ୍ୟରୁ ୭୪ ଜଣ କ୍ୱାରେଣ୍ଟିନ ସେଣ୍ଟରର ହୋଇଥିବାବେଳେ ୨ ଜଣ ସ୍ଥାନୀୟ ବାସିନ୍ଦା ଅଟନ୍ତି। ଏମାନଙ୍କୁ ୧୦ଟି ଜିଲ୍ଲାରୁ ଚିହ୍ନଟ କରାଯାଇଥିଲା। ସେଗୁଡ଼ିକ ହେଲା- ବଲାଙ୍ଗିରରୁ ୧୬, ଖୋର୍ଦ୍ଧା ଓ ନୂଆପଡ଼ାରୁ ୧୩, କଟକରୁ ୧୧, ଗଞ୍ଜାମରୁ ୧୦, ଜଗତ୍‌ସିଂହପୁରରୁ ୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବାଲେଶ୍ୱର, ସୁନ୍ଦରଗଡ଼ ଓ ନୟାଗଡ଼ରୁ ୨ ଜଣ ଲେଖାଏ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।

Advertisment

publive-image

Corona News Odisha Corona Update Odisha Corona Update Odisha Today Corona Positive Cases In Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ