Advertisment

ଭୁବନେଶ୍ୱରରୁ ଆଜି ୩୪୯ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ଅଞ୍ଚଳରୁ ଆଜି ଆଉ ୩୪୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ କ୍ୱାରେଣ୍ଟିନ୍‌ରୁ ୧୨୦ ଓ ଲୋକାଲ କଣ୍ଟାକ୍ଟ କେସ ୨୨୯ ରହିଛି। ଏହାଛଡ଼ା ୩୭୩ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି।ଏନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଟ୍ୱିଟ୍‌ କରି ସୂଚନା ଦେଇଛି। Update on newly detected #COVID19 cases in the last 24 hrs under the BMC area on 24th Sep 2020(till 9am). Further […]

author-image
Ranjeet Kumar Jena
ଭୁବନେଶ୍ୱରରୁ ଆଜି ୩୪୯ କରୋନା ଆକ୍ରାନ୍ତ ଚିହ୍ନଟ

corona

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ଅଞ୍ଚଳରୁ ଆଜି ଆଉ ୩୪୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ କ୍ୱାରେଣ୍ଟିନ୍‌ରୁ ୧୨୦ ଓ ଲୋକାଲ କଣ୍ଟାକ୍ଟ କେସ ୨୨୯ ରହିଛି। ଏହାଛଡ଼ା ୩୭୩ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି।ଏନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଟ୍ୱିଟ୍‌ କରି ସୂଚନା ଦେଇଛି।

Advertisment

https://twitter.com/bmcbbsr/status/1309082450887356416?s=20

ଆଜି ଆଚାର୍ଯ୍ୟବିହାରରୁ ୩, ବରମୁଣ୍ଡାରୁ ୫, ବିଜେବି ନଗରରୁ ୫, ଚନ୍ଦ୍ରଶେଖରପୁରରୁ ୬, ଡୁମ୍‌ଡୁମାରୁ ୩, ରସୁଲଗଡ଼ରୁ ୧୨, ନୟାପଲ୍ଲୀରୁ ୧୨, ମଞ୍ଚେଶ୍ୱରରୁ ୪, ଲକ୍ଷ୍ମୀସାଗରରୁ ୫, ଖଣ୍ଡଗିରିରୁ ୫, କଳିଙ୍ଗନଗରରୁ ୪, ଝାରପଡ଼ାରୁ ୯, ଜୟଦୁର୍ଗା ନଗରରୁ ୪, ଜାଗମରାରୁ ୫, ଆଇଆର୍‌ସି ଭିଲେଜରୁ ୩, ଓଲ୍‌ଡ ଟାଉନ୍‌ରୁ ୧୧, ପଟିଆରୁ ୯, ପାତ୍ରପଡ଼ାରୁ ୬, ପୋଖରୀପୁଟରୁ ୩, ସତ୍ୟବିହାରରୁ ୩, ଶୈଳଶ୍ରୀ ବିହାରରୁ ୭, ସହିଦ୍‌ ନଗରରୁ ୧୧, ନୀଳାଦ୍ରି ବିହାରୁ ୩, ଗଙ୍ଗ ନଗରରୁ ୪, ଗଣ୍ଡମୁଣ୍ଡାରୁ ୩, ବାଣୀ ବିହାର ଅଞ୍ଚଳରୁ ୪, ୟୁନିଟ୍‌-୯ରୁ ୬, ୟୁନିଟ୍‌-୮ରୁ ୭, ୟୁନିଟ୍‌-୬ରୁ ୬, ୟନିଟ୍‌-୪ରୁ ୩, ୟୁନିଟ୍‌-୩ରୁ ୫, ସୂର୍ଯ୍ୟ ନଗରରୁ ୩ ଲୋକାଲ କେସ ଚିହ୍ନଟ ହୋଇଛନ୍ତି।

ଆଜି ସୁଦ୍ଧା ବିଏମ୍‌ସି ଅଞ୍ଚଳରୁ ୧୯୮୯୩ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେଥିରୁ ୭୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୬୧୧୯ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏବେ ୩୬୮୩ ଜଣ ବିଭିନ୍ନ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି।

Advertisment
Advertisment
Advertisment