/odishatv-khabar/media/post_attachments/uploadimage/library/16_9/16_9_0/covid19_1625352288.jpg)
covid19
ଭୁବନେଶ୍ୱର: ଆଜି କରୋନାରୁ ସୁସ୍ଥ ହେଲେ ୨୫୯୦ ଆକ୍ରାନ୍ତ। ଏହାକୁ ମିଶାଇ ଆଜି ସୁଦ୍ଧା ୯୬,୩୬୪ ଜଣ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରିଛି। ଆଜି ଆରୋଗ୍ୟ ହୋଇଥିବା କରୋନା ଆକ୍ରାନ୍ତଙ୍କ ଭିତରୁ କଟକ ଜିଲ୍ଲାରୁ ସର୍ବାଧିକ ୪୩୧ ଜଣ ଅଛନ୍ତି।
https://twitter.com/HFWOdisha/status/1302606603779072000?s=20
ସେହିପରି ଖୋର୍ଦ୍ଧାରୁ ୩୮୬, ମୟୂରଭଞ୍ଜରୁ ୨୦୨, ଗଞ୍ଜାମରୁ ୧୪୨, ରାୟଗଡ଼ାରୁ ୧୨୦, କୋରାପୁଟରୁ ୧୦୮, ପୁରୀରୁ ୧୦୫, ଜଗତସିଂହପୁରରୁ ୭୮, ଭଦ୍ରକ ୭୭, ଯାଜପୁରରୁ ୭୭, କେନ୍ଦ୍ରାପଡ଼ାରୁ ୭୫, ବରଗଡ଼ରୁ ୭୨, ବାଲେଶ୍ୱର ୭୧, ସମ୍ବଲପୁରରୁ ୭୧, କେନ୍ଦୁଝରରୁ ୬୮, ନୟାଗଡ଼ରୁ ୬୭, ମାଲକାନଗିରିରୁ ୬୧, ଢେଙ୍କାନାଳରୁ ୫୯, ନବରଙ୍ଗପୁରରୁ ୫୭, ବଲାଙ୍ଗିରରୁ ୫୪ ଜଣ ସୁସ୍ଥ ହୋଇଛନ୍ତି।
ଅପରପକ୍ଷରେ ଝାରସୁଗୁଡ଼ାରୁ ୪୪, ବୌଦ୍ଧରୁ ୩୪, ସୁବର୍ଣ୍ଣପୁର ୩୦, ସୁନ୍ଦରଗଡ଼ରୁ ୩୦, କଳାହାଣ୍ଡିରୁ ୨୪, ଗଜପତିରୁ ୨୦, କନ୍ଧମାଳରୁ ୧୦, ନୂଆପଡ଼ାରୁ ୭, ଅନୁଗୋଳରୁ ୬ ଓ ଦେବଗଡ଼ରୁ ୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)