Advertisment

ଅଞ୍ଜନା ଗଣଦୁଷ୍କର୍ମ ମାମଲା: ଝାରପଡ଼ା ଜେଲରେ ଚାଲିଛି TI ପରେଡ଼୍‌

ଭୁବନେଶ୍ୱର: ୨୨ ବର୍ଷ ପରେ ବିବନ ବିଶ୍ୱାଳର ହୋଇଛି ଟିଆଇ ପରେଡ୍। ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାରେ ଆଜି ଝାରପଡ଼ା ଜେଲରେ ଟିଆଇ ପରେଡ୍ ଚାଲିଛି। ପୀଡ଼ିତା ଅଞ୍ଜନା ମିଶ୍ର ଆଜି ଜେଲକୁ ଯାଇ ଟିଆଇ ପରେଡ୍ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି। JMFC ସୃଜାଲିନ ମହାନ୍ତିଙ୍କ ତତ୍ତ୍ୱାବଧାନରେ TI ପରେଡ୍ କରାଯିବ । ଜେଲ୍ ଭିତରକୁ ଯିବା ପୂର୍ବରୁ ଅଭିଯୁକ୍ତ ବିବନକୁ ଚିହ୍ନିବାକୁ ଚେଷ୍ଟା କରିବେ ବୋଲି କହିଥିଲେ ଅଞ୍ଜନାା ସେପଟେ ଆସନ୍ତାକାଲି ଓ […]

author-image
Sarbeswar
ଅଞ୍ଜନା ଗଣଦୁଷ୍କର୍ମ ମାମଲା: ଝାରପଡ଼ା ଜେଲରେ ଚାଲିଛି TI ପରେଡ଼୍‌

jharapara jail

ଭୁବନେଶ୍ୱର: ୨୨ ବର୍ଷ ପରେ ବିବନ ବିଶ୍ୱାଳର ହୋଇଛି ଟିଆଇ ପରେଡ୍। ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାରେ ଆଜି ଝାରପଡ଼ା ଜେଲରେ ଟିଆଇ ପରେଡ୍ ଚାଲିଛି। ପୀଡ଼ିତା ଅଞ୍ଜନା ମିଶ୍ର ଆଜି ଜେଲକୁ ଯାଇ ଟିଆଇ ପରେଡ୍ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି। JMFC ସୃଜାଲିନ ମହାନ୍ତିଙ୍କ ତତ୍ତ୍ୱାବଧାନରେ TI ପରେଡ୍ କରାଯିବ । ଜେଲ୍ ଭିତରକୁ ଯିବା ପୂର୍ବରୁ ଅଭିଯୁକ୍ତ ବିବନକୁ ଚିହ୍ନିବାକୁ ଚେଷ୍ଟା କରିବେ ବୋଲି କହିଥିଲେ ଅଞ୍ଜନାା

Advertisment

ସେପଟେ ଆସନ୍ତାକାଲି ଓ ୫ ତାରିଖ ଦିନ ରିମାଣ୍ଡରେ ଯିବ ବିବନ୍। ସିବିଆଇ ବିବନକୁ ନେଇ ପଚରାଉଚରା କରିବ ବୋଲି ସୂଚନା ରହିଛି। ଅଞ୍ଜନା କେଉଁ ଷଡ଼ଯନ୍ତ୍ର ଦିଗକୁ ଇଙ୍ଗିତ କରିଛନ୍ତି ସେ ଦିଗ ବି ତଦନ୍ତ ପରିସରକୁ ଆସିପାରେ। ଏହାର ବିବନ ବିରୋଧରେ ଥିବା ତଥ୍ୟ ଓ ପ୍ରମାଣକୁ ଯୋଗାଡ଼ କରି ତଦନ୍ତକୁ ଆଗକୁ ବଢ଼ାଇବ।

Advertisment

Advertisment
Advertisment