Advertisment

Abhijit Das Hints At Joining BJP: ବିଜେପିରେ ମିଶିବେ କି ପୂର୍ବତନ ମନ୍ତ୍ରୀ ଅନନ୍ତ ଦାସଙ୍କ ପୁଅ

ବିଜେପିରେ ମିଶିବେ କି ପୂର୍ବତନ ମନ୍ତ୍ରୀ ଅନନ୍ତ ଦାସଙ୍କ ପୁଅ। ବାଲେଶ୍ବର ଭୋଗରାଇର ପୂର୍ବତନ ଟାଣୁଆ ନେତା ଅନନ୍ତ ଦାସ। ବିଜେପିରେ ମିଶିବାକୁ ଯାଉଥିବା ଅଭିଜିତ ଦାସଙ୍କ ସୂଚନା। କହିଲେ ବାପାଙ୍କ ଅଧୁରା କାମକୁ ଆଗେଇ ନେବାକୁ ପଦକ୍ଷେପ।

author-image
Pramod Behera
Abhijit Das Hints At Joining BJP

ବିଜେପିରେ ମିଶିବେ କି ପୂର୍ବତନ ମନ୍ତ୍ରୀ ଅନନ୍ତ ଦାସଙ୍କ ପୁଅ Photograph: (OTV)

ବିଜେପିରେ ମିଶିବେ କି ପୂର୍ବତନ ମନ୍ତ୍ରୀ ତଥା ବାଲେଶ୍ବର ଭୋଗରାଇର ପୂର୍ବତନ ଟାଣୁଆ ନେତା ଅନନ୍ତ ଦାସଙ୍କ ପୁଅ ଅଭିଜିତ ? ଆଜି ଏମିତି ଇଶରା ଦେଇଛନ୍ତି ଅନନ୍ତଙ୍କ ପୁଅ ଅଭିଜିତ ଦାସ। ସେ କହିଛନ୍ତି ସେ ଓ ତାଙ୍କ ପରିବାର ଖୁବଶୀଘ୍ର ପଦ୍ମ ଧରିବାକୁ ଯାଉଛନ୍ତି।

Advertisment

ବାପାଙ୍କ ଅଧୁରା ସ୍ବପ୍ନକୁ ପୂରଣ କରିବା ପାଇଁ ତାଙ୍କ ପରିବାର ଏଭଳି ନିଷ୍ପତି ନେବାକୁ ଯାଉଥିବା କହିଛନ୍ତି ଅଭିଜିତ୍। ଗତକାଲି ଅଭିଜିତ ବିଜେପି ରାଜ୍ୟ ସଭାପତିଙ୍କ ସମେତ ଦଳର କିଛି ଟାଣୁଆ ନେତାଙ୍କୁ ଭେଟିଥିଲେ।

  • ବିଜେପିରେ ମିଶିବେ କି ପୂର୍ବତନ ମନ୍ତ୍ରୀ ଅନନ୍ତ ଦାସଙ୍କ ପୁଅ
  • ବାଲେଶ୍ବର ଭୋଗରାଇର ପୂର୍ବତନ ଟାଣୁଆ ନେତା ଅନନ୍ତ ଦାସ
  • ବିଜେପିରେ ମିଶିବାକୁ ଯାଉଥିବା ଅଭିଜିତ ଦାସଙ୍କ ସୂଚନା
  • କହିଲେ ବାପାଙ୍କ ଅଧୁରା କାମକୁ ଆଗେଇ ନେବାକୁ ପଦକ୍ଷେପ
  • ଆମ ପରିବାରର ହାତ ଛାଡି ଦେଇଛି ବିଜେଡି: ଅଭିଜିତ
  • କାଲି ବିଜେପି ରାଜ୍ୟ ସଭାପତି ଓ ଅନ୍ୟ ନେତାଙ୍କୁ ଭେଟିଥିଲେ ଅଭିଜିତ
Advertisment
Balasore Odisha Politics Odisha News
Advertisment
Advertisment