ଅଦ୍ୟତନ ହୋଇଛି
floght
Advertisment
ଭୁବନେଶ୍ୱର: ସେପ୍ଟେମ୍ବର ୯ ତାରିଖରୁ ପୁଣି ସୁରତକୁ ବିମାନ ସେବା ହେବାକୁ ଯାଉଛି।। ସୁରତରୁ ଅପରାହ୍ନ ସାଢ଼େ ୩ଟାରେ ବାହାରି ୫ଟା ୨୦ରେ ଭୁବନେଶ୍ୱର ପହଞ୍ଚିବ। ଭୁବନେଶ୍ୱରରୁ ୪ଟା ୨୦ରୁ ବାହାରି ରାତି ୮ଟା ୧୦ରେ ସୁରତରେ ପହଞ୍ଚିବ।
Advertisment
ସପ୍ତାହର ସୋମବାର ଓ ବୁଧବାର ଏୟାର ଇଣ୍ଡିଆ ସେବା ଯୋଗାଇବ ବୋଲି ସୂଚନା ଦିଆଆଇଛି। ଗତବର୍ଷ ଭୁବନେଶ୍ୱରରୁ ସୁରତ ସିଧାସଳଖ ବିମାନ ସେବା ଆରମ୍ଭ ହୋଇଥିଲା। କିନ୍ତୁ କୋଭିଡ଼ କଟକଣା ପରେ ବିମାନ ଚଳାଚଳ ବନ୍ଦ ରଖାଯାଇଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/floght_1625362188.jpg)