Advertisment

ଜମା ଟଙ୍କା ଆଣିବାକୁ ଯାଇଥିଲେ; ତାଲା ପକାଇ ଅଟକ ରଖିଦେଲେ ଅଫିସ କର୍ମଚାରୀ

ଭୁବନେଶ୍ୱର; ଜମା ଟଙ୍କା ଫେରି ପାଇବାକୁ ନେଇ ଢେଙ୍କାନାଳ ସାହାରା ଇଣ୍ଡିଆରେ ଅଫିସ୍‌ରେ ତୁମୁଳକାଣ୍ଡ। ବ୍ୟାଙ୍କକୁ ମାଚ୍ୟୁରିଟି ଟଙ୍କା ଆଣିବାକୁ ଯାଇଥିବା ଯଶୋବନ୍ତ ପାଣିଗ୍ରାହୀଙ୍କୁ ଭିତରୁ ତାଲା ମାରିଲେ ସାହାରା ଇଣ୍ଡିଆ କର୍ମଚାରୀ। ସାହାରା ଇଣ୍ଡିଆରେ ଯଶୋବନ୍ତ ଜମା ରଖିଥିବା ଟଙ୍କା ଅନେକ ଦିନ ଧରି ମାଚ୍ୟୁରିଟି ହୋଇଥିଲେ ମଧ୍ୟ ତାଙ୍କୁ ଟଙ୍କା ଦିଆଯାଉନଥିଲା। ଏନେଇ ଗତକାଲି ସେ ଢେଙ୍କାନାଳ ସାହାରା ଇଣ୍ଡିଆରେ ଅଫିସ୍‌କୁ ଯାଇଥିଲେ। ମ୍ୟାଚୁରିଟି ଟଙ୍କା ବିଷୟରେ ପଚାରିବାରୁ ତାଙ୍କୁ ଭିତରପଟୁ ତାଲା ପକାଇ […]

ଜମା ଟଙ୍କା ଆଣିବାକୁ ଯାଇଥିଲେ; ତାଲା ପକାଇ ଅଟକ ରଖିଦେଲେ ଅଫିସ କର୍ମଚାରୀ

Capture

Advertisment

ଭୁବନେଶ୍ୱର; ଜମା ଟଙ୍କା ଫେରି ପାଇବାକୁ ନେଇ ଢେଙ୍କାନାଳ ସାହାରା ଇଣ୍ଡିଆରେ ଅଫିସ୍‌ରେ ତୁମୁଳକାଣ୍ଡ। ବ୍ୟାଙ୍କକୁ ମାଚ୍ୟୁରିଟି ଟଙ୍କା ଆଣିବାକୁ ଯାଇଥିବା ଯଶୋବନ୍ତ ପାଣିଗ୍ରାହୀଙ୍କୁ ଭିତରୁ ତାଲା ମାରିଲେ ସାହାରା ଇଣ୍ଡିଆ କର୍ମଚାରୀ। ସାହାରା ଇଣ୍ଡିଆରେ ଯଶୋବନ୍ତ ଜମା ରଖିଥିବା ଟଙ୍କା ଅନେକ ଦିନ ଧରି ମାଚ୍ୟୁରିଟି ହୋଇଥିଲେ ମଧ୍ୟ ତାଙ୍କୁ ଟଙ୍କା ଦିଆଯାଉନଥିଲା। ଏନେଇ ଗତକାଲି ସେ ଢେଙ୍କାନାଳ ସାହାରା ଇଣ୍ଡିଆରେ ଅଫିସ୍‌କୁ ଯାଇଥିଲେ।

Advertisment

ମ୍ୟାଚୁରିଟି ଟଙ୍କା ବିଷୟରେ ପଚାରିବାରୁ ତାଙ୍କୁ ଭିତରପଟୁ ତାଲା ପକାଇ ଦେଇଥିଲେ ବ୍ୟାଙ୍କ କର୍ମଚାରୀ। ଏନେଇ ଯଶୋବନ୍ତଙ୍କ ସ୍ତ୍ରୀ ଖବର ପାଇବା ପରେ, ବ୍ୟାଙ୍କକୁ ଆସି ବାହାରପଟୁ ତାଲା ପକାଇ ଦେଇଥିଲେ। ଫଳରେ ବ୍ୟାଙ୍କ ଭିତରେ ସ୍ୱାମୀ ଓ ସାହାରା ଇଣ୍ଡିଆ କର୍ମଚାରୀ ଫସିରହିଥିଲେ। ୩ ଘଣ୍ଟା ପୋଲିସ ପହଞ୍ଚି ବ୍ୟାଙ୍କ ଭିତରୁ ସମସ୍ତଙ୍କୁ ଉଦ୍ଧାର କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ