Advertisment

ଚଳନ୍ତା ଗାଡ଼ିରେ ଲାଗିଗଲା ନିଆଁ

ଧର୍ମଗଡ଼ (ଇଙ୍ଗିତ ପଣ୍ଡା): କଳାହାଣ୍ଡି ଜିଲ୍ଲା  କଳାହାଣ୍ଡି-ନବରଙ୍ଗପୁର ସୀମାନ୍ତରେ ଥିବା ଆମପାଣି ଘାଟିରେ ଏକ ଚଳନ୍ତା ଟାଟା ମ୍ୟାଜିକ୍‌ରେ ନିଆଁ ଲାଗି ଯାଇଛି। ତେବେ ଗାଡ଼ିରେ ଥିବା ୧୦ରୁ ଅଧିକ ଯାତ୍ରୀ ଡେଇଁ ପଡ଼ିବାରୁ ସେମାନଙ୍କ ଜୀବନ ବଞ୍ଚି ଯାଇଛି। ଗାଡ଼ିଟି ଘାଟି ଚଢ଼ୁଥିବା ବେଳେ ହଠାତ୍‌ ନିଆଁ ଲାଗି ଯାଇଥିଲା। ଗାଡ଼ିଟି କଳାହାଣ୍ଡିରୁ ନବରଙ୍ଗପୁର ଯାଉଥିଲା। କେଉଁ କାରଣରୁ ଗାଡ଼ିରେ ନିଆଁ ଲାଗିଲା ତାହା ସ୍ପଷ୍ଟ ହୋଇନାହିଁ।

ଚଳନ୍ତା ଗାଡ଼ିରେ ଲାଗିଗଲା ନିଆଁ

kalahandi

Advertisment

ଧର୍ମଗଡ଼ (ଇଙ୍ଗିତ ପଣ୍ଡା): କଳାହାଣ୍ଡି ଜିଲ୍ଲା  କଳାହାଣ୍ଡି-ନବରଙ୍ଗପୁର ସୀମାନ୍ତରେ ଥିବା ଆମପାଣି ଘାଟିରେ ଏକ ଚଳନ୍ତା ଟାଟା ମ୍ୟାଜିକ୍‌ରେ ନିଆଁ ଲାଗି ଯାଇଛି। ତେବେ ଗାଡ଼ିରେ ଥିବା ୧୦ରୁ ଅଧିକ ଯାତ୍ରୀ ଡେଇଁ ପଡ଼ିବାରୁ ସେମାନଙ୍କ ଜୀବନ ବଞ୍ଚି ଯାଇଛି। ଗାଡ଼ିଟି ଘାଟି ଚଢ଼ୁଥିବା ବେଳେ ହଠାତ୍‌ ନିଆଁ ଲାଗି ଯାଇଥିଲା।

Advertisment

ଗାଡ଼ିଟି କଳାହାଣ୍ଡିରୁ ନବରଙ୍ଗପୁର ଯାଉଥିଲା। କେଉଁ କାରଣରୁ ଗାଡ଼ିରେ ନିଆଁ ଲାଗିଲା ତାହା ସ୍ପଷ୍ଟ ହୋଇନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ