Advertisment

କରୋନାରେ ଆକ୍ରାନ୍ତ ହେଲେ ପୋଲିସ ହାବିଲଦାର

ମାଲକାନାଗିରି: ରାଜ୍ୟରେ ଏବେ କରୋନା ତା’ର କାୟା ବିସ୍ତାର କରିବାରେ ଲାଗିଛି। ଆଜି ମାଲକାନାଗିରିରେ ଜଣେ ପୋଲିସ ହାବିଲଦାର କରୋନାରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। ମାଲକାନାଗିରି ଏସ୍‌ପି ଏନେଇ ସୂଚନା ଦେଇଛନ୍ତି। ଖବର ଅନୁଯାୟୀ, ହାବିଲଦାର ଜଣଙ୍କ ମୋଟୁ ବର୍ଡର ଚେକ୍‌ ପୋଷ୍ଟରେ କାର୍ଯ୍ୟ କରୁଥିଲେ। ସେ କରୋନାରେ ପଜିଟିଭ ଥିବା ଜଣାପଡିବା ପରେ ମୋଟୁ ଥାନାର ଆଇଆଇସିଙ୍କ ସମେତ ସମସ୍ତ ଷ୍ଟାପଙ୍କୁ କ୍ୱାରେଣ୍ଟିନ୍‌ ସେଣ୍ଟରରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହିତ ମୋଟୁ ଥାନା ପରିସରକୁ […]

author-image
Mahasweta Baral
କରୋନାରେ ଆକ୍ରାନ୍ତ ହେଲେ ପୋଲିସ ହାବିଲଦାର

coronaaaa

ମାଲକାନାଗିରି: ରାଜ୍ୟରେ ଏବେ କରୋନା ତା’ର କାୟା ବିସ୍ତାର କରିବାରେ ଲାଗିଛି। ଆଜି ମାଲକାନାଗିରିରେ ଜଣେ ପୋଲିସ ହାବିଲଦାର କରୋନାରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। ମାଲକାନାଗିରି ଏସ୍‌ପି ଏନେଇ ସୂଚନା ଦେଇଛନ୍ତି।

Advertisment

ଖବର ଅନୁଯାୟୀ, ହାବିଲଦାର ଜଣଙ୍କ ମୋଟୁ ବର୍ଡର ଚେକ୍‌ ପୋଷ୍ଟରେ କାର୍ଯ୍ୟ କରୁଥିଲେ। ସେ କରୋନାରେ ପଜିଟିଭ ଥିବା ଜଣାପଡିବା ପରେ ମୋଟୁ ଥାନାର ଆଇଆଇସିଙ୍କ ସମେତ ସମସ୍ତ ଷ୍ଟାପଙ୍କୁ କ୍ୱାରେଣ୍ଟିନ୍‌ ସେଣ୍ଟରରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହିତ ମୋଟୁ ଥାନା ପରିସରକୁ କଣ୍ଟେନମେଣ୍ଟ ଜୋନ୍‌ ଭାବେ ଘୋଷଣା କରାଯାଇଛି। ହାବିଲଦାରଙ୍କ କଣ୍ଟାକ୍ଟ ଟ୍ରେସିଙ୍ଗ୍‌ କରାଯାଉଛି ବୋଲି ଏସ୍‌ପି କହିଛନ୍ତି।

Advertisment
Advertisment