Advertisment

ଜାଲରେ ଧରା ପଡ଼ିଲା ବିଶାଳକାୟ ମଗର ମାଛ

ଜଳେଶ୍ୱର: ଆଜି ସକାଳେ ଓଡ଼ିଶା-ପଶ୍ଚିମବଙ୍ଗ ସୀମା ଦୀଘା ମୁହାଣରେ ଏକ ବିଶାଳକାୟ ମଗର ମାଛ ଜାଲରେ ଧରାପଡ଼ିଛି। ଏହାର ଓଜନ ୭୮୬ କେଜି ଜଣାପଡ଼ିଛି। ଏହି ମାଛକୁ ଦେଖିବାକୁ ପାଇଁ ଦୀଘାରେ ଭିଡ଼ ଜମିଛି। ଲମ୍ୱା ଆକୃତିର ଏହି ମାଛରୁ ବିଭିନ୍ନ ପ୍ରକାରର ଔଷଧ ପ୍ରସ୍ତୁତ ହୋଇଥାଏ। ଏହି ମାଛ ମିଳିବା ପରେ ଏହାକୁ ନିଲାମ କରାଯାଇଛି। ପଶ୍ଚିମବଙ୍ଗ ରାଣାଘାଟର କମ୍ପାନୀ ଏହି ମାଛକୁ ୫୦ ହଜାର ଟଙ୍କାରେ କିଣିଥିବା ଜଣାପଡ଼ିଛି।

author-image
Mahasweta Baral
ଜାଲରେ ଧରା ପଡ଼ିଲା ବିଶାଳକାୟ ମଗର ମାଛ

magar

ଜଳେଶ୍ୱର: ଆଜି ସକାଳେ ଓଡ଼ିଶା-ପଶ୍ଚିମବଙ୍ଗ ସୀମା ଦୀଘା ମୁହାଣରେ ଏକ ବିଶାଳକାୟ ମଗର ମାଛ ଜାଲରେ ଧରାପଡ଼ିଛି। ଏହାର ଓଜନ ୭୮୬ କେଜି ଜଣାପଡ଼ିଛି।

Advertisment

ଏହି ମାଛକୁ ଦେଖିବାକୁ ପାଇଁ ଦୀଘାରେ ଭିଡ଼ ଜମିଛି। ଲମ୍ୱା ଆକୃତିର ଏହି ମାଛରୁ ବିଭିନ୍ନ ପ୍ରକାରର ଔଷଧ ପ୍ରସ୍ତୁତ ହୋଇଥାଏ। ଏହି ମାଛ ମିଳିବା ପରେ ଏହାକୁ ନିଲାମ କରାଯାଇଛି। ପଶ୍ଚିମବଙ୍ଗ ରାଣାଘାଟର କମ୍ପାନୀ ଏହି ମାଛକୁ ୫୦ ହଜାର ଟଙ୍କାରେ କିଣିଥିବା ଜଣାପଡ଼ିଛି।

Advertisment
Advertisment