/odishatv-khabar/media/post_attachments/uploadimage/library/16_9/16_9_0/mask-3_1620653607.jpg)
mask
ଭୁବନେଶ୍ୱର: ଦିନକରେ ସୁସ୍ଥ ହେଲେ ୯୭୦୬ କରୋନା ଆକ୍ରାନ୍ତ । ଏହାକୁ ମିଶାଇ ରାଜ୍ୟରେ କରୋନା ଆରୋଗ୍ୟଙ୍କ ସଂଖ୍ୟା ୪ଲକ୍ଷ ୫୭ ହଜାର ୫୬୯କୁ ବୃଦ୍ଧି ହୋଇଛିା ଖୋର୍ଦ୍ଧାରୁ ସର୍ବାଧିକ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏ ନେଇ ଟ୍ୱିଟ ଯୋଗେ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।
କେଉଁ ଜିଲ୍ଲାରୁ କେତେ ଜାଣନ୍ତୁ:-
ଖୋର୍ଦ୍ଧାରେ ସର୍ବାଧିକ ୧୭୮୭ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେହିପରି ସୁନ୍ଦରଗଡରୁ ୧୧୦୦, କଟକ-୮୨୩, ବରଗଡ-୫୦୬, ସମ୍ବଲପୁର-୪୨୫, ନବରଙ୍ଗପୁର-୪୧୨, ଝାରସୁଗୁଡା- ୪୦୭, ଅନୁଗୁଳ-୩୯୩, ନୂଆପଡା-୩୮୫, କଳାହାଣ୍ଡି-୩୭୩, ପୁରୀ-୩୦୪, ଯାଜପୁର- ୨୩୧, ନୟାଗଡ-୨୨୬, ଭଦ୍ରକ-୨୦୬, ମୟୂରଭଞ୍ଜ-୧୯୯, ବଲାଙ୍ଗିର-୧୯୫, କେଉଁଝର-୧୬୧, ରାୟଗଡା- ୧୫୦, ଜଗତସିଂହପୁର-୧୪୫, କେନ୍ଦ୍ରାପଡା-୧୩୨, ବାଲେଶ୍ୱର-୧୨୫, ସୋନପୁର- ୧୨୩, ଗଜପତି-୧୧୮, ଗଞ୍ଜାମ-୧୧୪, କୋରାପୁଟ- ୮୯, କନ୍ଧମାଳ-୬୮, ମାଲକାନାଗିରି-୪୩, ଢେଙ୍କାନାଳ-୪୨, ବୌଦ୍ଧ-୩୭, ଦେବଗଡ-୨୭, ଷ୍ଟେଟପୁଲରୁ ୩୬୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)