money
Advertisment
ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ରାଉରକେଲାରେ ଦୁଇଟି ପୃଥକ୍ ଘଟଣାରେ ୯ ଲକ୍ଷରୁ ଅଧିକ ଟଙ୍କା ଜବତ ହୋଇଛି। ଆମ୍ବାଗନ ଛକରୁ ଗୋଟିଏ କାର୍ରୁ ୬ ଲକ୍ଷ ଟଙ୍କା ଜବତ କରାଯାଇଛି।
Advertisment
ସେହିପରି କୁଆରମୁଣ୍ଡା-ବୀରମିତ୍ରପୁର ରାସ୍ତାରେ ଏକ କାର୍ରୁ ୩ ଲକ୍ଷ ୨୦ ହଜାର ଟଙ୍କା ଜବତ କରାଯାଇଛି। ନିର୍ବାଚନ ଦାୟିତ୍ୱରେ ଥିବା ୩ ଜଣିଆ ଟିମ୍ ଏହି ଟଙ୍କା ଜବତ କରିଛି। ଏହିସବୁ ଟଙ୍କା କେଉଁଠୁ ଆସିଲା, କେଉଁଠିକୁ ଯାଉଥିଲା ସେ ନେଇ ତଦନ୍ତ ଚାଲିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/money_1626759000.jpg)