Advertisment

୭ ଜଣଙ୍କ ଉପରେ ଚଢାଇଦେଇ ଚାଲିଗଲା ଡମ୍ପର

ନୟାଗଡ଼: ଡମ୍ପର ଧକ୍କାରେ ଚାଲିଗଲା ୬ ଜଣଙ୍କ ଜୀବନ। ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ଶରଣକୁଳ ନିକଟରେ। ରାସ୍ତାରେ ଯାଉଥିବା ପଥଚାରୀଙ୍କ ଉପରେ ଡମ୍ପର ମାଡ଼ିଯାଇଥିଲା। ମୃତକଙ୍କ ମଧ୍ୟରେ ୨ ମହିଳା ଏବଂ ୪ ପୁରୁଷ ଥିବା ସୂଚନା ମିଳିଛି। ଡମ୍ପରଟି ନୟାଗଡ଼ ଅଭିମୁଖେ ଆସୁଥିବା ବେଳେ ଚାଲି ଚାଲି ଯାଉଥିବା ଏହି ବ୍ୟକ୍ତିମାନଙ୍କ ଉପରେ ଚଢ଼ି ଯାଇଥିଲା। ପୁଲିସ୍ ଡମ୍ପରଟିକୁ ଜବତ କରିଥିବା ବେଳେ ଡ୍ରାଇଭରଙ୍କୁ ଅଟକ ରଖିଛି।

author-image
Chandan Shishu
୭ ଜଣଙ୍କ ଉପରେ ଚଢାଇଦେଇ ଚାଲିଗଲା ଡମ୍ପର

dumper

ନୟାଗଡ଼: ଡମ୍ପର ଧକ୍କାରେ ଚାଲିଗଲା ୬ ଜଣଙ୍କ ଜୀବନ। ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ଶରଣକୁଳ ନିକଟରେ। ରାସ୍ତାରେ ଯାଉଥିବା ପଥଚାରୀଙ୍କ ଉପରେ ଡମ୍ପର ମାଡ଼ିଯାଇଥିଲା। ମୃତକଙ୍କ ମଧ୍ୟରେ ୨ ମହିଳା ଏବଂ ୪ ପୁରୁଷ ଥିବା ସୂଚନା ମିଳିଛି।

Advertisment

ଡମ୍ପରଟି ନୟାଗଡ଼ ଅଭିମୁଖେ ଆସୁଥିବା ବେଳେ ଚାଲି ଚାଲି ଯାଉଥିବା ଏହି ବ୍ୟକ୍ତିମାନଙ୍କ ଉପରେ ଚଢ଼ି ଯାଇଥିଲା। ପୁଲିସ୍ ଡମ୍ପରଟିକୁ ଜବତ କରିଥିବା ବେଳେ ଡ୍ରାଇଭରଙ୍କୁ ଅଟକ ରଖିଛି।

Advertisment
Advertisment