Advertisment

ନିଆଳି ବ୍ଲକ୍‌ର ୫ ପଞ୍ଚାୟତ ସଟଡାଉନ୍

ନିଆଳି: ନିଆଳି ବ୍ଲକ୍‌ର ୫ ପଞ୍ଚାୟତ ସଟଡାଉନ୍। ନିଆଳିରେ ୬ କରୋନା ଆକ୍ରାନ୍ତ ଚିହ୍ନଟ ପରେ ପଦକ୍ଷେପ ନେଇଛନ୍ତି କ୍ଷମତାପ୍ରାପ୍ତ ସରପଞ୍ଚ। କରୋନା ସଂକ୍ରମଣ ଦୃଷ୍ଟିରୁ ୫ଟି ପଞ୍ଚାୟତ ସଟଡାଉନ କରିଛନ୍ତି ସରପଞ୍ଚ। ନିଆଳି, ନୂଆଗାଁ, ବାହାରଣା, ମାଧବ ଓ ରତନପୁର ପଞ୍ଚାୟତ ସଟଡାଉନ କରାଯାଇଛି। ଆଜି ସକାଳୁ ଗୁରୁବାର ସକାଳ ପର୍ଯ୍ୟନ୍ତ ୪୮ ଘଣ୍ଟା ସଟଡାଉନ ଘୋଷଣା କରାଯାଇଛି। ସେହିପରି ନିଆଳି ମେଡିକାଲ OPD ୭୨ ଘଣ୍ଟା ପାଇଁ ବନ୍ଦ ନିର୍ଦ୍ଦେଶ ଦିଆଯାଇଛି। ୪ ଷ୍ଟାଫ […]

ନିଆଳି ବ୍ଲକ୍‌ର ୫ ପଞ୍ଚାୟତ ସଟଡାଉନ୍

niali

Advertisment

ନିଆଳି: ନିଆଳି ବ୍ଲକ୍‌ର ୫ ପଞ୍ଚାୟତ ସଟଡାଉନ୍। ନିଆଳିରେ ୬ କରୋନା ଆକ୍ରାନ୍ତ ଚିହ୍ନଟ ପରେ ପଦକ୍ଷେପ ନେଇଛନ୍ତି କ୍ଷମତାପ୍ରାପ୍ତ ସରପଞ୍ଚ। କରୋନା ସଂକ୍ରମଣ ଦୃଷ୍ଟିରୁ ୫ଟି ପଞ୍ଚାୟତ ସଟଡାଉନ କରିଛନ୍ତି ସରପଞ୍ଚ।

Advertisment

ନିଆଳି, ନୂଆଗାଁ, ବାହାରଣା, ମାଧବ ଓ ରତନପୁର ପଞ୍ଚାୟତ ସଟଡାଉନ କରାଯାଇଛି। ଆଜି ସକାଳୁ ଗୁରୁବାର ସକାଳ ପର୍ଯ୍ୟନ୍ତ ୪୮ ଘଣ୍ଟା ସଟଡାଉନ ଘୋଷଣା କରାଯାଇଛି।

ସେହିପରି ନିଆଳି ମେଡିକାଲ OPD ୭୨ ଘଣ୍ଟା ପାଇଁ ବନ୍ଦ ନିର୍ଦ୍ଦେଶ ଦିଆଯାଇଛି। ୪ ଷ୍ଟାଫ ଆକ୍ରାନ୍ତ ଯୋଗୁଁ OPD ବନ୍ଦ ପାଇଁ ସିଡିଏମଓ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ପ୍ରକାଶଥାଉକି କଟକରେ ଏବେ ହୁ ହୁ ହୋଇ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି। କଟକରୁ ୩୯ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ରାଜ୍ୟରେ ଆଉ ୫୪୩ କରୋନା ଆକ୍ରାନ୍ତ ଚିହ୍ନଟ। ଆଜି ରାଜ୍ୟରେ ୨୩ ଜିଲ୍ଲାରୁ ୫୪୩ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

Odisha Corona Update In Odia
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ