/odishatv-khabar/media/post_attachments/uploadimage/library/16_9/16_9_0/election-1_1626416792.jpg)
election
ଭୁବନେଶ୍ୱର: ରାଜ୍ୟର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି। ଭୋଟର ତାଲିକା ସଂଶୋଧନ ପରେ ଭୋଟରଙ୍କ ସଂଖ୍ୟା ୫ ଲକ୍ଷ ବୃଦ୍ଧି ହୋଇଛି। ଏବେ ରାଜ୍ୟର ଭୋଟର ସଂଖ୍ୟା ୩ କୋଟି ୧୮ ଲକ୍ଷ ୭୮୭ ରହିଛି।
Advertisment
ସଂଶୋଧନ ପୂର୍ବରୁ ଭୋଟର ସଂଖ୍ୟା ୩, ୧୨, ୫୨, ୩୩୩ ଥିଲା। ଏହି ସଂଖ୍ୟା ବଢ଼ି ୫ ଲକ୍ଷ ୩୯ ହଜାର ୪୫୪ ହୋଇଛି। ଭୋଟର ତାଲିକାରେ ୧୧, ୯୮, ୮୧୯ ଭୋଟର ଅନ୍ତର୍ଭୁକ୍ତ ହୋଇଛନ୍ତି। ତେବେ ୬ ଲକ୍ଷ ୫୦ ହଜାର ୩୬୫ ଭୋଟର ବିଭିନ୍ନ କାରଣରୁ ତାଲିକାରୁ ବାଦ୍ ପଡ଼ିଛନ୍ତି।
ଏହି ଚୂଡ଼ାନ୍ତ ଭୋଟର ତାଲିକା ନେଇ ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)