Advertisment

ଭୁବନେଶ୍ୱରରୁ ଆଉ ୩୫୪ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ଭୁବନେଶ୍ୱରରେ କରୋନା ମହାମାରୀ ଥମିବାର ନାଁ ନେଉନାହିଁ। ଆଜି ରାଜଧାନୀରେ ୩୫୪ ପଭିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୧୫୨ ଏବଂ ୨୦୨ ଲୋକାଲ୍‌ କେସ୍ ରହିଛି। ଏଥିସହ ଭୁବନେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୦୦୧ରେ ପହଞ୍ଚିଛି। ସେହିପରି ଆଜି ଭୁବନେଶ୍ୱରରୁ ୨୯୫ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାକୁ ମିଶାଇ ଏପର୍ଯ୍ୟନ୍ତ ୫୪୧୯ ଜଣ ଆରୋଗ୍ୟ ଲାଭ କରିଛନ୍ତି। ଏବେବି ରାଜଧାନୀରେ ୩୫୩୫ ଆକ୍ଟିଭ୍ କେସ୍ ରହିଛି। Update on newly detected […]

author-image
Ranjeet Kumar Jena
ଅଦ୍ୟତନ ହୋଇଛି
ଭୁବନେଶ୍ୱରରୁ ଆଉ ୩୫୪ ପଜିଟିଭ୍ ଚିହ୍ନଟ

bmc

ଭୁବନେଶ୍ୱର: ଭୁବନେଶ୍ୱରରେ କରୋନା ମହାମାରୀ ଥମିବାର ନାଁ ନେଉନାହିଁ। ଆଜି ରାଜଧାନୀରେ ୩୫୪ ପଭିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୧୫୨ ଏବଂ ୨୦୨ ଲୋକାଲ୍‌ କେସ୍ ରହିଛି। ଏଥିସହ ଭୁବନେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୦୦୧ରେ ପହଞ୍ଚିଛି। ସେହିପରି ଆଜି ଭୁବନେଶ୍ୱରରୁ ୨୯୫ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାକୁ ମିଶାଇ ଏପର୍ଯ୍ୟନ୍ତ ୫୪୧୯ ଜଣ ଆରୋଗ୍ୟ ଲାଭ କରିଛନ୍ତି। ଏବେବି ରାଜଧାନୀରେ ୩୫୩୫ ଆକ୍ଟିଭ୍ କେସ୍ ରହିଛି।

Advertisment

https://twitter.com/bmcbbsr/status/1299340269775544320?s=20

ଆଜି ସପ୍ତମ ବାଟାଲିୟନରୁ ୧୨ କ୍ୱାରେଣ୍ଟିନ୍ ଏବଂ ୫ ଲୋକାଲ୍ କେସ୍ ଚିହ୍ନଟ ହୋଇଛି। ସେହିପରି ଜାଗମରାରୁ ୮, ଭରତପୁରରୁ ୬, ୟୁନିଟ୍‌-୬ରୁ ୫, ନୟାପଲ୍ଲୀ ବେହେରା ସାହିରୁ ୬ ଏବଂ ୟୁନିଟ୍-୧ରୁ ୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଅପରପକ୍ଷରେ ନହରକଣ୍ଟା ଶୁଣ୍ଢିସାହିରୁ ୪, ପୁରୁଣା ଭୁବନେଶ୍ୱର ଦର୍ଜିସାହି ଏବଂ ବିବେକାନନ୍ଦ ଛକରୁ ୪ ଜଣ ଲେଖାଏ ଚିହ୍ନଟ ହୋଇଛନ୍ତି।

Advertisment
Advertisment
Advertisment