/odishatv-khabar/media/post_attachments/uploadimage/library/16_9/16_9_0/coronavirus-1_1625348764.jpg)
coronavirus-1
ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଲଗାତର ବୃଦ୍ଧି ପାଇବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୪୯୦ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିରୁ ୨୦୯୪ କ୍ୱାରେଣ୍ଟିନ୍ ଏବଂ ୧୩୯୬ ଲୋକାଲ୍ କେସ୍ ବାହାରିଛି। ରାଜ୍ୟରେ ସର୍ବାଧିକ କରୋନା ଆକ୍ରାନ୍ତ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି।
Advertisment
ଖୋର୍ଦ୍ଧାରୁ ସର୍ବାଧିକ ୫୩୫ ଜଣ ନୂଆ ପଜିଟିଭ୍ ମାମଲା ସାମ୍ନାକୁ ଆସିଥିବା ବେଳେ କଟକରୁ ୩୭୬, ପୁରୀରୁ ୨୧୭, ମୟୂରଭଞ୍ଜରୁ ୨୦୭ ଏବଂ ରାୟଗଡ଼ାରୁ ୨୦୬ ନୂଆ ପଜିଟିଭ୍ ଚିହ୍ନଟ ହୋଇଛି।
https://twitter.com/IPR_Odisha/status/1303206851257933825?s=20
ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧,୩୧,୩୮୨ରେ ପହଞ୍ଚିଥିବା ବେଳେ ସେଥିରୁ ୯୯,୩୯୮ ଜଣ ସୁସ୍ଥ ଏବଂ ୩୧,୩୬୨ ଜଣ ଆକ୍ଟିଭ୍ ଅଛନ୍ତି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)