Advertisment

ଭୁବନେଶ୍ୱରରୁ ୩୨୯ ପଜିଟିଭ ଚିହ୍ନଟ ଓ ୩୯୫ ସୁସ୍ଥ

ଭୁବନେଶ୍ୱର: ଭୁବନେଶ୍ୱର ମହାନଗରରୁ ଆଜି ଆଉ ୩୨୯ ପଜିଟିଭ ଚିହ୍ନଟ ହୋଇଛନ୍ତି। ୩୨୯ରୁ କ୍ୱାରେଣ୍ଟିନରୁ ୭୩, ଲୋକାଲ କଣ୍ଟାକ୍ଟ କେସ୍ ୨୫୬ ଚିହ୍ନଟ ହୋଇଥିବା ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ନୟାପଲ୍ଲୀରୁ ୧୯, ୟୁନିଟ୯ରୁ ୧୫, ରସୁଲଗଡ଼ରୁ ୧୪, ଓଲ୍ଡ ଟାଉନରୁ ୧୧, ୟୁନିଟ୯ରୁ ୧୧, ପଟିଆରୁ ୧୦, ସହିଦ ନଗରରୁ ୧୦ ଚିହ୍ନଟ ହୋଇଛନ୍ତି। ଭିଏସ୍ଏସ୍ ନଗରରୁ ୮, ନୀଳାଦ୍ରୀ ବିହାରରୁ ୭, ସୁନ୍ଦରପଦାରୁ ୭ ଚିହ୍ନଟ ହୋଇଥିବା ବେଳେ ଡୁମୁଡୁମା, ଲକ୍ଷ୍ମୀସାଗର, ଝାରପଡ଼ା, […]

ଭୁବନେଶ୍ୱରରୁ ୩୨୯ ପଜିଟିଭ ଚିହ୍ନଟ ଓ ୩୯୫ ସୁସ୍ଥ

coronavrus-1

Advertisment

ଭୁବନେଶ୍ୱର: ଭୁବନେଶ୍ୱର ମହାନଗରରୁ ଆଜି ଆଉ ୩୨୯ ପଜିଟିଭ ଚିହ୍ନଟ ହୋଇଛନ୍ତି। ୩୨୯ରୁ କ୍ୱାରେଣ୍ଟିନରୁ ୭୩, ଲୋକାଲ କଣ୍ଟାକ୍ଟ କେସ୍ ୨୫୬ ଚିହ୍ନଟ ହୋଇଥିବା ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି।
ସେହିପରି ନୟାପଲ୍ଲୀରୁ ୧୯, ୟୁନିଟ୯ରୁ ୧୫, ରସୁଲଗଡ଼ରୁ ୧୪, ଓଲ୍ଡ ଟାଉନରୁ ୧୧, ୟୁନିଟ୯ରୁ ୧୧, ପଟିଆରୁ ୧୦, ସହିଦ ନଗରରୁ ୧୦ ଚିହ୍ନଟ ହୋଇଛନ୍ତି। ଭିଏସ୍ଏସ୍ ନଗରରୁ ୮, ନୀଳାଦ୍ରୀ ବିହାରରୁ ୭, ସୁନ୍ଦରପଦାରୁ ୭ ଚିହ୍ନଟ ହୋଇଥିବା ବେଳେ ଡୁମୁଡୁମା, ଲକ୍ଷ୍ମୀସାଗର, ଝାରପଡ଼ା, ପୋଖରୀପୁଟ, ୟୁନିଟ୪ରୁ ୬ ଲେଖାଏଁ ଚିହ୍ନଟଛନ୍ତି। ସେହିପରି ଆଜି ଆଉ ୩୯୫ କରୋନା ଆକ୍ରାନ୍ତ ସୁସ୍ଥ ମଧ୍ୟ ହୋଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ