/odishatv-khabar/media/post_attachments/uploadimage/library/16_9/16_9_0/6y7_1626849046.jpg)
6y7
ଭୁବନେଶ୍ୱର: ଫୋନି ବ୍ୟାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ରାଜଧାନୀରେ ପୁନରୁଦ୍ଧାର କାମକୁ ତ୍ୱରାନ୍ୱିତ କରିବାକୁ ଦମକଳ ବାହିନୀ ପକ୍ଷରୁ ଆରମ୍ଭ ହୋଇଛି ପ୍ରସ୍ତୁତି । ଏଥିପାଇଁ ୪୭୬ ଜଣ ଆଗ୍ନିକଙ୍କୁ ନେଇ ୭୨ଟି ଟିମ୍ ଗଠନ କରାଯାଇଛି । ପ୍ରତି ଟିମ୍ରେ ୬ଜଣ ସଦସ୍ୟ ରହିବେ । ଏମାନେ ଗଛକଟା, ଜଳଯୋଗାଣ, ବିଦ୍ୟୁତ ସଂଯୋଗରେ ସଂପୃକ୍ତ ବିଭାଗକୁ ସହାୟତା ପ୍ରଦାନ କରିବେ । ସେସୁକୁ ୩୦ଟି ଟିମ୍ ସହାୟତା ପାଇଁ ଦିଆଯିବ ବୋଲି ଫାୟାର ଡିଜିଙ୍କ ନେତୃତ୍ୱରେ ଏକ ବୈଠକ ନିଷ୍ପତ୍ତି ହୋଇଛି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)