/odishatv-khabar/media/post_attachments/uploadimage/library/16_9/16_9_0/corona-tests_1625405312.jpg)
corona tests
ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ଓଡ଼ିଶାରେ ୬୧ ହଜାର ୩୭୯ କରୋନା ଟେଷ୍ଟ ହୋଇଥିବା ବେଳେ ୨,୮୧୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୯ ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି।
Advertisment
ଗୋଟିଏ ଦିନରେ ୬୧ ହଜାର ୩୭୯ କରୋନା ଟେଷ୍ଟ
RTPCR-୭,୦୫୪
ଆଣ୍ଟିଜେନ୍-୫୪,୨୪୩
ଟ୍ରୁନଟ୍- ୮୨
ଚିହ୍ନଟ ନୂଆ ୨,୮୧୯ ଆକ୍ରାନ୍ତଙ୍କ ମଧ୍ୟରୁ ୧,୬୯୧ ଜଣ କ୍ୱାରେଣ୍ଟିନ୍ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍ ୧,୧୨୮ ରହିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।
Advertisment
ଖୋର୍ଦ୍ଧା (Khordha) ରୁ ସର୍ବାଧିକ ୪୪୩ ଜଣ ଚିହ୍ନଟ ହୋଇଛନ୍ତି।
/odishatv-khabar/media/post_attachments/wp-content/uploads/2020/08/Capture-24.jpg)
/odishatv-khabar/media/post_attachments/wp-content/uploads/2020/08/Capture-1-14.jpg)
/odishatv-khabar/media/post_attachments/wp-content/uploads/2020/08/Capture-2-13.jpg)
ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୭୫, ୫୩୭ରେ ପହଞ୍ଚିଛି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)