firing
Advertisment
ଖୋର୍ଦ୍ଧା(ବଳରାମ ଲେଙ୍କା): ନିର୍ବାଚନ ତାତି ବଢ଼ିବା ସହିତ ରାଜନୈତିକ ହିଂସା ଦେଖିବାକୁ ମିଳୁଛି। ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ଥାନା ଅନ୍ତର୍ଗତ କନ୍ତଳବାଇ ଗାଁରେ ଗୁଳିକାଣ୍ଡ ହୋଇଛି।
Advertisment
ଗତକାଲି ରାତିରେ ହୋଇଥିବା ଗୁଳିମାଡ଼ରେ ୨ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଉତ୍ତେଜନାକୁ ଦୃଷ୍ଟିରେ ରଖି କନ୍ତଳବାଇ ଗାଁରେ ପୁଲିସ୍ ମୁତୟନ କରାଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/firing-a-bullet_1626759735.jpg)