/odishatv-khabar/media/post_attachments/uploadimage/library/16_9/16_9_0/3-4_1626428957.jpg)
representational image
ଭୁବନେଶ୍ୱର: ବିଦ୍ୟୁତ୍ ଟ୍ରାନ୍ସଫରମର୍ ଫାଟି ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଭୁବନେଶ୍ୱର ଇନ୍ଫୋସିଟି ଥାନା ଅନ୍ତର୍ଗତ ସାଇବର ସିଟି ନିକଟରେ ଗତକାଲି ସନ୍ଧ୍ୟାରେ ଏହି ଅଭାବନୀୟ ଘଟଣା ଘଟିଛି। ଆହତ ହେଲେ ଶୁଭାଶିଷ ସାହୁ ଏବଂ ଅଜୟ ନାୟକ।
Advertisment
ଗତକାଲି ସାଇବର ସିଟି ନିକଟରେ ଏକ ଟ୍ରାନ୍ସଫରମର୍ ଚାର୍ଜ ଦିଆଯାଇଥିଲା। ଏହି ସମୟରେ ଶୁଭାଶିଷ ଓ ଅଜୟ ବାଇକ୍ରେ ସେହି ବାଟ ଦେଇ ଯାଉଥିଲେ। ତେବେ ହଠାତ୍ ଟ୍ରାନ୍ସଫରମର୍ଟି ଫାଟି ଯାଇଥିଲା। ଘଟଣାସ୍ଥଳରେ ପିସିଆର ଭ୍ୟାନ୍ପ ଉଭୟଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲା।
ବିସ୍ଫୋରଣର ମାତ୍ରା ଏତେ ଅଧିକ ଥିଲା ଯେ, ସେମାନଙ୍କର ଅଧା ଶରୀର ଜଳି ଯାଇଛି। ତେବେ ସେମାନଙ୍କ ନିକଟରେ ଚିକିତ୍ସା ଲାଗି ଅର୍ଥ ନଥିବାରୁ ସରକାରୀ ସହାୟତା ପାଇଁ ସେମାନେ ଦାବି କରିଛନ୍ତି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)