Advertisment

ଗାଧୋଇବା ବେଳେ ବୁଡ଼ିଗଲେ ୨ ଛାତ୍ର !

ସମ୍ବଲପୁର : ସମ୍ବଲପୁରରେ ୨ ଛାତ୍ରଙ୍କ ସଲିଳ ସମାଧି । ଦେବଝରଣ ୱାଟରଫଲ୍‌ରେ ଗାଧୋଇବା ହେଲା କାଳ । ପିକ୍‌ନିକ୍ ପାଇଁ ଯାଇ ଗାଧୋଇବା ବେଳେ ବୁଡ଼ିଯାଇ ୨ ଛାତ୍ରଙ୍କ ମୃତ । ମିଳିଥିବା ସୂଚନା ମୁତାବକ , ମୃତ ୨ଛାତ୍ର ବୁର୍ଲା ଭିସୁଟ୍‌ର ଇଞ୍ଜିନିୟରିଂ ଛାତ୍ର । ସେମାନେ ହେଲେ ସୌମ୍ୟରଞ୍ଜନ ବେହୁରିଆ, ଅଭିଜିତ ସାମଲ ।  ଅଭିଜିତ ହିରାକୁଦ ଅଞ୍ଚଳର ହୋଇଥିବା ବେଳେ ସୌମ୍ୟରଞ୍ଜନ ଘର ଭୋପାଳ ବୋଲି ଜଣାପଡିଛି।

author-image
Pradesh Pratyush
ଗାଧୋଇବା ବେଳେ ବୁଡ଼ିଗଲେ ୨ ଛାତ୍ର !

drown

ସମ୍ବଲପୁର : ସମ୍ବଲପୁରରେ ୨ ଛାତ୍ରଙ୍କ ସଲିଳ ସମାଧି । ଦେବଝରଣ ୱାଟରଫଲ୍‌ରେ ଗାଧୋଇବା ହେଲା କାଳ । ପିକ୍‌ନିକ୍ ପାଇଁ ଯାଇ ଗାଧୋଇବା ବେଳେ ବୁଡ଼ିଯାଇ ୨ ଛାତ୍ରଙ୍କ ମୃତ ।

Advertisment

ମିଳିଥିବା ସୂଚନା ମୁତାବକ , ମୃତ ୨ଛାତ୍ର ବୁର୍ଲା ଭିସୁଟ୍‌ର ଇଞ୍ଜିନିୟରିଂ ଛାତ୍ର । ସେମାନେ ହେଲେ ସୌମ୍ୟରଞ୍ଜନ ବେହୁରିଆ, ଅଭିଜିତ ସାମଲ ।  ଅଭିଜିତ ହିରାକୁଦ ଅଞ୍ଚଳର ହୋଇଥିବା ବେଳେ ସୌମ୍ୟରଞ୍ଜନ ଘର ଭୋପାଳ ବୋଲି ଜଣାପଡିଛି।

Advertisment
Advertisment