Advertisment

ବସ୍-ଟ୍ରକ ମୁହାଁମୁହିଁ ଧକ୍କା; ୧୫ ଅାହତ, ୩ ଗୁରୁତର

ସୁନ୍ଦରଗଡ଼ : ସୁନ୍ଦରଗଡ ଜିଲ୍ଲା ବଣାଇରେ ଅାଜି ଦୁଇ ଦୁଇଟି ଦୁର୍ଘଟଣା ଘଟିଛି । ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ ଜଣ ଅାହତ ହୋଇଛନ୍ତି। ଅାଜି ଅପରାହ୍ନରେ ବଣାଇ ସବ୍‌ଡିଭିଜନର ଲହୁଣି ପଡାର ଖୁଟୁଗାଁରେ ଏକ ଯାତ୍ରୀବାହୀ ବସ୍  ଟ୍ରକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୧୫ ଜଣ ଯାତ୍ରୀ ଅାହତ ହୋଇଛନ୍ତି। ଜଗଦମ୍ବା ନାମକ ଏହି ଘରୋଇ ବସ୍ ରାଉରକେଲାରୁ ଅନୁଗୁଳ ଜିଲ୍ଲା ପାଲଲହଡା ଯାଉଥିବା ବେଳ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ […]

author-image
Pradesh Pratyush
ବସ୍-ଟ୍ରକ ମୁହାଁମୁହିଁ ଧକ୍କା; ୧୫ ଅାହତ, ୩ ଗୁରୁତର

nbus accident

ସୁନ୍ଦରଗଡ଼ : ସୁନ୍ଦରଗଡ ଜିଲ୍ଲା ବଣାଇରେ ଅାଜି ଦୁଇ ଦୁଇଟି ଦୁର୍ଘଟଣା ଘଟିଛି । ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ ଜଣ ଅାହତ ହୋଇଛନ୍ତି। ଅାଜି ଅପରାହ୍ନରେ ବଣାଇ ସବ୍‌ଡିଭିଜନର ଲହୁଣି ପଡାର ଖୁଟୁଗାଁରେ ଏକ ଯାତ୍ରୀବାହୀ ବସ୍  ଟ୍ରକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୧୫ ଜଣ ଯାତ୍ରୀ ଅାହତ ହୋଇଛନ୍ତି।

Advertisment

publive-image

ଜଗଦମ୍ବା ନାମକ ଏହି ଘରୋଇ ବସ୍ ରାଉରକେଲାରୁ ଅନୁଗୁଳ ଜିଲ୍ଲା ପାଲଲହଡା ଯାଉଥିବା ବେଳ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ଅାହତ ଯାତ୍ରୀମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି। ସମସ୍ତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ସେହିପରି ଅାଜି ସକାଳୁ ଟିକାୟତପାଲି ଥାନା ଭାଲୁପାଣି ନିକଟରେ ଏକ ବ୍ରିଜରେ ବାଇକ୍ ପିଟି ହୋଇଯିବାରୁ ଦୁଇ ବାଇକ୍ ଅାରୋହୀଙ୍କ ମୃତ୍ୟୁ ହୋଇଥିଲା।

publive-image

Advertisment
Advertisment