Advertisment

ପାହାଡ଼ରୁ ଯୁବକଙ୍କ ଅଧାପୋଡ଼ା ଶବ ଉଦ୍ଧାର ଘଟଣାର ପର୍ଦ୍ଦାଫାସ; ୧୨ ଗିରଫ

ରେଢ଼ାଖୋଲ: ପାହାଡ଼ରୁ ଯୁବକଙ୍କ ଅଧାପୋଡ଼ା ଶବ ଉଦ୍ଧାର ଘଟଣାର ପର୍ଦ୍ଦାଫାସ ହୋଇଛି। ହତ୍ୟା ଅଭିଯୋଗରେ ୧୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। ଯୁଯୁମୁରା ବାନ୍ଦେର ପାହାଡ଼ରୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ୨ ଦିନ ତଳେ ନିଖୋଜ ନେଇ ଥାନାରେ ଅଭିଯୋଗ କରିଥିଲେ ପରିବାର। ଏବେ ଯୁବକଙ୍କ ମୃତ୍ୟୁର କାରଣ ଜଣାପଡ଼ିଛି। ଜନ୍ତୁ ଶିକାର ପାଇଁ ବିଛା ଯାଇଥିବା ତାର ସଂସ୍ପର୍ଶରେ ଆସି ଯୁବକଙ୍କର ମୃତ୍ୟୁ ହୋଇଛି। ଧରାପଡ଼ିଯିବା ଭୟରେ ତାର […]

author-image
Abinash Pati
ପାହାଡ଼ରୁ ଯୁବକଙ୍କ ଅଧାପୋଡ଼ା ଶବ ଉଦ୍ଧାର ଘଟଣାର ପର୍ଦ୍ଦାଫାସ; ୧୨ ଗିରଫ

redhakhol-murder-case

ରେଢ଼ାଖୋଲ: ପାହାଡ଼ରୁ ଯୁବକଙ୍କ ଅଧାପୋଡ଼ା ଶବ ଉଦ୍ଧାର ଘଟଣାର ପର୍ଦ୍ଦାଫାସ ହୋଇଛି। ହତ୍ୟା ଅଭିଯୋଗରେ ୧୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। ଯୁଯୁମୁରା ବାନ୍ଦେର ପାହାଡ଼ରୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ୨ ଦିନ ତଳେ ନିଖୋଜ ନେଇ ଥାନାରେ ଅଭିଯୋଗ କରିଥିଲେ ପରିବାର।

Advertisment

ଏବେ ଯୁବକଙ୍କ ମୃତ୍ୟୁର କାରଣ ଜଣାପଡ଼ିଛି। ଜନ୍ତୁ ଶିକାର ପାଇଁ ବିଛା ଯାଇଥିବା ତାର ସଂସ୍ପର୍ଶରେ ଆସି ଯୁବକଙ୍କର ମୃତ୍ୟୁ ହୋଇଛି। ଧରାପଡ଼ିଯିବା ଭୟରେ ତାର ବିଛାଇଥିବା ଦୁର୍ବୃତ୍ତମାନେ ଶବକୁ ପାହାଡ଼ ଉପରେ ଫିଙ୍ଗିଥିଲେ। ପୋଲିସର ଧରପଗଡ଼ ପରେ ସଂପୃକ୍ତ ୧୨ ଜନ୍ତୁ ଶିକାରୀ ଦୋଷ ମାନିଛନ୍ତି।

Advertisment
Advertisment