giraf
Advertisment
ଭୁବନେଶ୍ୱର: ଚୋରା ଚାଲାଣ ବେଳେ ୧୦ କୁଇଣ୍ଟାଲ ବିସ୍ଫୋରକ ଜବତ ହୋଇଛି। ଓଡ଼ିଶାରୁ ପଶ୍ଚିମବଙ୍ଗକୁ ଏକ ଗାଡିରେ ୨୭ଟି ବସ୍ତାରେ ପ୍ୟାକିଂ ହୋଇ ଚାଲାଣ ହେଉଥିବା ବେଳେ ପଶ୍ଚିମବଙ୍ଗ ସ୍ପେଶାଲ ଟାସ୍କ ଫୋର୍ସ ଏହାକୁ ଧରିଛି।
Advertisment
ପଶ୍ଚିମବଙ୍ଗ ଉତ୍ତର ୨୪ ପ୍ରଗଣା ଜିଲ୍ଲାରେ ଏସ୍ଟିଏଫ୍ ୧୦ କୁଇଣ୍ଟାଲ ବିସ୍ଫୋରକ ଜବତ କରିବା ସହ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ଇନ୍ଦ୍ରଜିତ ଭୁଇ ଓ ପଦ୍ମଲୋଚନ ଦେ।
ଇନ୍ଦ୍ରଜିତର ଘର ବାଲେଶ୍ୱର ବସ୍ତା ବ୍ଲକ ମେଲକ ଗାଁରେ ହୋଇଥିବା ବେଳେ ପଦ୍ମଲୋଚନର ଘର ବସ୍ତା ବ୍ଲକ ମଥାନି ଗାଁରେ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/giraf-123_1626757411.jpg)