Advertisment

‘ଫୋନି’ ଦ୍ୱାରା ରାଜଧାନୀର ୧୦ ଲକ୍ଷ ଲୋକ ପ୍ରଭାବିତ

ଭୁବନେଶ୍ୱର: ସାମୁଦ୍ରିକ ଝଡ଼ ‘ଫୋନି’ ଦ୍ୱାରା ଭୁବନେଶ୍ୱରରେ ୧ଲକ୍ଷ ୫ ହଜାର ପରିବାରର ପ୍ରାୟ ୧୦ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୫୦ ହଜାର ଲୋକଙ୍କୁ ୨୫୦୦ ଟଙ୍କା ଓ ୫୦ କିଲୋ ଲେଖାଏ ଚାଉଳ ଯୋଗାଇ ଦିଆଯାଇଛି। ବାକି ଲୋକଙ୍କୁ ୨ ଦିନ ମଧ୍ୟରେ ସହାୟତା ଯୋଗାଇ ଦିଆଯିବ ବୋଲି ବିଏମ୍‌ସି ଅତିରିକ୍ତ କମିଶନର ସୁରେଶ ଚନ୍ଦ୍ର ମଲ୍ଲିକ କହିଛନ୍ତି। ଏହାସହ ସହରରେ ପଡ଼ି ରହିଥିବା ଆବର୍ଜନା ସଫା କରିବା ଲାଗି ୫୧୬ଟି […]

author-image
Rosalin Rath
‘ଫୋନି’ ଦ୍ୱାରା ରାଜଧାନୀର ୧୦ ଲକ୍ଷ ଲୋକ ପ୍ରଭାବିତ

2

ଭୁବନେଶ୍ୱର: ସାମୁଦ୍ରିକ ଝଡ଼ ‘ଫୋନି’ ଦ୍ୱାରା ଭୁବନେଶ୍ୱରରେ ୧ଲକ୍ଷ ୫ ହଜାର ପରିବାରର ପ୍ରାୟ ୧୦ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୫୦ ହଜାର ଲୋକଙ୍କୁ ୨୫୦୦ ଟଙ୍କା ଓ ୫୦ କିଲୋ ଲେଖାଏ ଚାଉଳ ଯୋଗାଇ ଦିଆଯାଇଛି।

Advertisment

ବାକି ଲୋକଙ୍କୁ ୨ ଦିନ ମଧ୍ୟରେ ସହାୟତା ଯୋଗାଇ ଦିଆଯିବ ବୋଲି ବିଏମ୍‌ସି ଅତିରିକ୍ତ କମିଶନର ସୁରେଶ ଚନ୍ଦ୍ର ମଲ୍ଲିକ କହିଛନ୍ତି। ଏହାସହ ସହରରେ ପଡ଼ି ରହିଥିବା ଆବର୍ଜନା ସଫା କରିବା ଲାଗି ୫୧୬ଟି ଗାଡ଼ି ନିୟୋଜିତ ହୋଇଛି। ତେବେ ଖୁବ୍‌ଶୀଘ୍ର ସହରରେ ପରିମଳ ବ୍ୟବସ୍ଥା ସୁଧାର ଆସିବ ବୋଲି ସେ କହିଛନ୍ତି।

Advertisment
Advertisment