ସଂକ୍ଷେପରେ ଆଜିର ତାଜା ଖବର - Tuesday, 12 December 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ସେଫ୍‌ ନୁହଁ ଭୁବନେଶ୍ୱର ! ୫ ଫ୍ଲାଟ୍‌ରୁ ଲୁଟିନେଲେ, ଫ୍ରିଜ୍‌ରୁ ଜୁସ୍‌ ପିଇ ଫେରାର୍‌ ହେଲେ..

ଆପାର୍ଟମେଣ୍ଟ ବାସିନ୍ଦାଙ୍କ ମୁହଁରେ ରାଗ ଆଉ ଆକ୍ରୋଶ । ସମସ୍ତଙ୍କ ମୁହଁରେ ଗୋଟିଏ ପ୍ରଶ୍ନ, ସେମାନଙ୍କ ଧନ ଆଉ ଜୀବନକୁ କିଏ ଦେବ ସୁରକ୍ଷା ? More

ଜିତିଲା ଜୀବନ; ବୋରୱେଲ୍‌ରୁ ଜୀବିତ ଉଦ୍ଧାର ହେଲା କଅଁଳା ଶିଶୁ

ଶେଷରେ ବୋରୱେଲ୍‌ରୁ ଜୀବିତ ଅବସ୍ଥାରେ ଉଦ୍ଧାର ପାଇଲା କଅଁଳା ଶିଶୁ । More

‘ମୁଁ ତ ଆଜି ଆସିଲି, ଅପେକ୍ଷା କର ଆଗକୁ ସମସ୍ତଙ୍କ ମୁଖା ଖୋଲିଦେବି’

ଏକଜାମ୍ ହଲ୍‌ରୁ ବାହାରିବା ପରେ ଗଣମାଧ୍ୟମ ଆଗରେ ବିଷୋଦଗାର କରିଥିଲେ ଅର୍ଚ୍ଚନା । କହିଥିଲେ, ସମସ୍ତଙ୍କ ମୁଖା ଖୋଲି ଦେବି, କିଛିଦିନ ଅପେକ୍ଷା କରନ୍ତୁ । ଯେଉଁମାନେ ମୋ ପାଇଁ କଣ୍ଟା ବୁଣିଥିଲେ, ସେସବୁ ଫୁଲ ପାଲଟିଛି । More

କେଉଁଠୁ ଠୁଳ ହେଲା କଳା ଟଙ୍କାର ପାହାଡ଼ ? ସୋର୍ସ ଖୋଜିବାକୁ ଏଣ୍ଟ୍ରି ମାରିପାରେ ED

ଦେଶୀ ମଦ ଭାଟିରୁ ଏତେ ଟଙ୍କା ଅମଳ ହେଲା କେମିତି ? ଯଦି ହେଉଥିଲା ଏହାକୁ କ୍ୟାସ ଆକାରରେ କାହିଁକି ରଖାଯାଉଥିଲା ? ଏମଜିକ୍ୟୁ ଅନୁସାରେ ଦେଶୀ ମଦଭାଟିରେ କେତେ ମଦ ଉତ୍ପାଦନ ହେଉଥିଲା, କେତେ ବିକ୍ରି ହେଉଥିଲା ? ଏବାବଦକୁ କେତେ ସେଲ୍ସ ଟ୍ୟାକ୍ସ ଓ ଇନକମ୍ ଟ୍ୟାକ୍ସ ଦିଆଯାଉଥିଲା । ବାସ୍ତବରେ କେତେ ଟ୍ୟାକ୍ସ ଫାଙ୍କି ହୋଇଛି ? More

ବୋରୱେଲ୍‌ରେ ଫସିଛି କଅଁଳା ଶିଶୁ; ଉଦ୍ଧାର ପାଇଁ ଜୋର୍‌ ଲଗାଇଛନ୍ତି ଅଗ୍ନିଶମ ଓ ଓଡ୍ରାଫ୍ ଟିମ୍

୨୦ ଫୁଟର ପରିତ୍ୟକ୍ତ ବୋରୱେଲ୍ । ପାଖାପାଖି ୧୫ ଫୁଟ ତଳେ ଫସିଛି ଜୀବନ । ଆଉ ତାରି ଭିତରେ ବୋରୱେଲର ଫୁଟେ ଦୂରରେ ସମାନ୍ତରାଳ ଭାବେ ଖୋଳା ଜାରି ରଖିଛି ଜେସିବି । More

ବୋରୱେଲ୍‌ ଭିତରୁ ଶୁଭିଲା କଅଁଳା ଶିଶୁର କୁଆଁ କୁଆଁ ଚିତ୍କାର

ଉଦ୍ଧାରକାରୀଙ୍କ ଉତ୍ସାହ ବଢ଼ାଇଲା ଛୁଆର କାନ୍ଦ । ବୋରୱେଲ ଭିତରେ ଥିବା ଛୁଆର କାନ୍ଦ ବାହାରକୁ ଶୁଭିଲା । More

OSSC ପ୍ରକାଶ କଲା PET ପଦବୀ ପାଇଁ ମନୋନୀତ ପ୍ରାର୍ଥୀଙ୍କ ତାଲିକା

OSSC PET ପଦବୀ ପାଇଁ ମନୋନୀତ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି। ଏହି ପଦ ପାଇଁ ମୋଟ ୪୫୨ ଜଣ ପ୍ରାର୍ଥୀ ବିବେଚିତ ହୋଇଛନ୍ତି। ୮୪୧ ପଦବୀ ପାଇଁ ଏହି ଆବେଦନ ଗ୍ରହଣ କରାଯାଇଥିଲା। ଏହାର ଫଳାଫଳ PDF ଫର୍ମାଟରେ ପ୍ରକାଶିତ ହୋଇଛି ଏବଂ ଏଠାରେ ଏହାର ଲିଙ୍କ ଦିଆଯାଇଛି। More

ଫେବ୍ରୁଆରୀ ୧୫ରୁ CBSE ଦଶମ ଓ ଦ୍ୱାଦଶ ପରୀକ୍ଷା

ଫେବ୍ରୁଆରୀ ୧୫ରୁ ଆରମ୍ଭ ହେବ CBSE ଦଶମ ଓ ଦ୍ୱାଦଶ ପରୀକ୍ଷା । ପରୀକ୍ଷା ନେଇ କାର୍ଯ୍ୟସୂଚୀ ପ୍ରକାଶ କଲା CBSE । More

ବୋର୍‌ୱେଲ ଭିତରେ ପଡ଼ିଲା ଶିଶୁ; କେହି ଆଣି ଫୋପାଡ଼ି ଦେଇଥିବା ସନ୍ଦେହ

ସମ୍ବଲପୁର ରେଙ୍ଗାଲି ନିକଟ ଲାରିପାଲିରେ ବୋରୱେଲରେ ଶିଶୁଟି ପଡିଥିବା ଦେଖିବାକୁ ମିଳିଛି । More

ସାବଧାନ ! କାନ୍ଥବାଡ଼, ବିଦ୍ୟୁତ୍‌ ଖୁଣ୍ଟରେ TO-LET ଲେଖିଲେ ଗଣିବେ ୫୦ ହଜାର ଟଙ୍କା ଫାଇନ୍‌ !

BMC କେବଳ ଫାଇନ ଆଦାୟ କରିନି ବରଂ ବିଜ୍ଞାପନ ଲଗାଇଥିବା ସଂସ୍ଥା ନାମରେ ଥାନାରେ ଏତଲା ବି ଦେଇଛି । More

‘ଛତିଶଗଡ଼ରେ ବିଜେପିର ବିଜୟ ପ୍ରଭାବ ଓଡ଼ିଶା ଉପରେ ପଡ଼ିବ’

‘ମୋଦିଙ୍କ ଗ୍ୟାରେଣ୍ଟିର ସଫଳତାକୁ କଳାହାଣ୍ଡିରୁ କେନ୍ଦ୍ରାପଡ଼ା, ମାଲକାନଗିରିରୁ ମୟୂରଭଞ୍ଜ ଯାଏ ଲୋକେ ଅନୁଭବ କଲେଣି । ତେଣୁ ୨୪ ନିର୍ବାଚନରେ କ୍ଷମତାକୁ ଆସିବ ବିଜେପି ’ ବୋଲି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା କହିଛନ୍ତି । More

‘ମୁଁ ମୁଣ୍ଡ ନୁଆଁଇବା ପିଲା ନୁହେଁ, ସବୁ ତଥ୍ୟ ଓ ପ୍ରମାଣ କୋର୍ଟରେ ଦାଖଲ କରିବି’

ବ୍ଲାକମେଲିଂ ସାମ୍ରାଜ୍ୟ ସମ୍ପର୍କରେ ଗଣମାଧ୍ୟମ ପଚାରିଥିବା ପ୍ରଶ୍ନରେ ଅର୍ଚ୍ଚନା ନାଗ କହିଥିଲେ, ସବୁ ତଥ୍ୟ ପ୍ରମାଣ କୋର୍ଟରେ ଦାଖଲ କରିବେ । କୋର୍ଟଙ୍କ ଉପରେ ଭରସା ଅଛି । More

Panchang Today 12th Dec 2023: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୌର ବିଛା ମାସ ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ୧୨ତାରିଖ ମଙ୍ଗଳବାର । More

ରାଜ୍ୟରେ ବଢ଼ିଲା ଶୀତ, ୧୦ ଡିଗ୍ରୀ ତଳକୁ ଖସିଲାଣି ପାରଦ...

ଆଭ୍ୟନ୍ତରୀଣ ଓଡିଶାରେ ଶୀତର ପ୍ରଭାବ ଅଧିକ ରହିଛି। ଆସନ୍ତା ଦୁଇ ଦିନ ଭିତରେ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ପାରଦ ଖସିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। More

ଜାନୁଆରୀ ୨ରୁ ଯୁକ୍ତ ୨ ପ୍ରାକ୍ଟିକାଲ୍ ପରୀକ୍ଷା

ଇଣ୍ଟିଗ୍ରେଟେଡ୍ ଭୋକେସନାଲ ପାଠ୍ୟକ୍ରମର ପ୍ରାକ୍ଟିକାଲ୍ କରିବାକୁ ମଧ୍ୟ ନିଷ୍ପତ୍ତି ହୋଇଛି । ୧୫ ମାର୍କ ବିଶିଷ୍ଟ ପ୍ରାକ୍ଟିକାଲ୍ ପାଇଁ ୨ ଘଣ୍ଟା, ୬୦, ୩୦ ଓ ୨୦ ମାର୍କ ପରୀକ୍ଷା ପାଇଁ ୩ ଘଣ୍ଟା ଧାର୍ଯ୍ୟ ହୋଇଛି । More

ଖାଲି ଦେଶୀ ମଦ ବେପାର ନା ଅନ୍ୟ କେଉଁ ବାଟରୁ ଆସିଛି ଏହି ଟଙ୍କା ?

ଓଡ଼ିଶାରେ ଚର୍ଚ୍ଚିତ ଓ ବଡ଼ ଆୟକର ରେଡ୍ । ରେଡକୁ ନେଇ ସାରା ଦେଶ ତାଟକା । More

ମହାବାତ୍ୟା ପରଠୁ ଏମାନଙ୍କୁ ତ୍ରାହି ନାହିଁ ! ଗାଁ ଶୂନ୍ୟ ମଣିଷ...

୫ ହଜାର ଜନସଂଖ୍ୟା ବିଶିଷ୍ଟ ଏହି ପଞ୍ଚାୟତର ୧୨ଶହରୁ ଅଧିକ ଯୁବକ ଓ ଯୁବତୀ ରାଜ୍ୟ ବାହାରେ ପେଟପାଟଣା ପାଇଁ ଖଟୁଛନ୍ତି। More

ପୋଲିସକୁ ବେଖାତିର୍ ! ATM କାଟି ଲୁଟିନେଲେ ସାଢ଼େ ୧୦ ଲକ୍ଷ ଟଙ୍କା

ସିସିଟିଭି ଉପରେ ସ୍ପ୍ରେ ମାରି ଚକମା ଦେଲେ ଲୁଟେରା । ଲୁଟେରାଙ୍କ ଉତ୍ପାତରେ ନାକେଦମ୍ ରାଜଧାନୀବାସୀ । More

୫ ଦିନରେ ୩୩୦ କୋଟି ହାର୍ଡ କ୍ୟାସ୍ ସିଜ୍; ବ୍ୟାଙ୍କ ଲକରରୁ ମିଳିଲା ବ୍ୟାଗ୍ ଭର୍ତ୍ତି ଅଳଙ୍କାର

୫ଦିନର ରେଡ୍ ଓ ଗଣତିରୁ ମିଳିଛି ୩୩୦ କୋଟିରୁ ଅଧିକ ନଗଦ ଟଙ୍କା...ଆଉ ଷଷ୍ଠଦିନର ରେଡରେ ଆଜି ଧରାପଡ଼ିଛି ବ୍ୟାଙ୍କ ଲଙ୍କରରେ ଲୁଚାଇ ରଖାଯାଇଥିବା ପୁଳାପୁଳା ସୁନା । ସେହି ସମାନ ଅଞ୍ଚଳ, ସେହି ସମାନ ମାଲିକଙ୍କ ପାଖରୁ ଜବତ ହୋଇଛି ଏହି ଧନସମ୍ପତ୍ତି । More

NRRI, Cuttack Recruitment: ନ୍ୟାସ୍‌ନାଲ୍‌ ରାଇସ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍‌ରେ ଚାକିରି, ଦରମା ୩୫ ହଜାର ଟଙ୍କା

ICAR, NRRI (ନ୍ୟାସ୍‌ନାଲ୍‌ ରାଇସ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍), କଟକ, ରେ ନିଯୁକ୍ତି ପାଇଁ ବାହାରିଛି ବିଜ୍ଞପ୍ତି। ୱାଲ୍-ଇନ୍-ଇଣ୍ଟରଭ୍ୟୁ ମାଧ୍ୟମରେ ଏହି ନିଯୁକ୍ତି କରାଯିବ। ପ୍ରକାଶଥାଉ ଯେ ଏହା ଏକ ଚୁକ୍ତିଭିତ୍ତିକ ନିଯୁକ୍ତି। More