• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଆସନ୍ତା ବର୍ଷ ଫେବ୍ରୁଆରୀ ୧୫ରୁ ଆରମ୍ଭ ହେବ CBSE ଦଶମ ଓ ଦ୍ୱାଦଶ ପରୀକ୍ଷା । ଏନେଇ କାର୍ଯ୍ୟସୂଚୀ ପ୍ରକାଶ କଲା CBSE । ଏନେଇ ଅଫିସିଆଲ ୱେବସାଇଟ cbse.nic.in ଏବଂ cbse.gov.in ରେ ତଥ୍ୟ ଦିଆଯାଇଛି । ଏହି ପରୀକ୍ଷା ଆସନ୍ତା ଏପ୍ରିଲ ୨ ତାରିଖ ପର୍ଯ୍ୟନ୍ତ ଚାଲିବ ।

ପ୍ରଥମ ଦିନ ପରୀକ୍ଷା ଦୁଇଟି ସେସନରେ ହେବ । ପୂର୍ବାହ୍ଣ ୧୦ଟା ୩୦ରୁ ଅପରାହ୍ଣ ଗୋଟାଏ ୩୦ ଏବଂ ଦ୍ୱିତୀୟ ସେସନ୍ ୧୦ଟା ୩୦ରୁ ୨ଟା ୩୦ ପର୍ଯ୍ୟନ୍ତ ଚାଲିବ । ଅନ୍ୟଦିନ ଗୁଡ଼ିକରେ ୩ରୁ ୪ଟି ସେସନ୍ ପରୀକ୍ଷା ହେବ ।